ଭାରଶ୍ୟାମ ହରାଇ ଓଲଟିଲା ହାଇୱା।

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ 59 ନମ୍ୱର୍ ଜାତୀୟ ରାଜପଥ ଯାରାଉ ନିକଟରେ ହାଇୱା ଦୁର୍ଘଟଣା ଗ୍ରସ୍ତ । ସୂଚନା ମୁତାବକ ନୂଆ ଖିଲବାଡି ଗ୍ରାମ ନିକଟରେ ଏକ ବ୍ରିଜ କାମ ଚାଲୁଥିବା ବେଳେ ଉକ୍ତ କାମ ପାଇଁ ଏକ ହାଇୱା ବାଲି ବୋଝେଇ କରି ନେଇ ଯାଉଥିଲା । ଗଡାଣିଆ ରାସ୍ତା ହେତୁ ଡ୍ରାଇଭର ଗାଡ଼ିଟିର ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ବରେ ଥିବା ଖାଲ କୁ ଖସି ଯାଇ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଅଧିକା ତଦନ୍ତ କରୁଛି ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *