କନ୍ଧମାଳ ଜିଲ୍ଲା ଆଉଟିଂ ସର୍ଶିଂ କର୍ମଚାରୀ ମହାସଂଘର ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୧୨/୦୩/୨୦୨୫ ଫୁଲବାଣୀ ସ୍ଥାନୀୟ ମଦିକୁ ନ୍ଦା ଛକ ଠାରୁ ୫୦୦ରୁ ଉର୍ଦ୍ଧ ଜିଲ୍ଲାର ଆଉଟିଂ ସର୍ଶିଂ କର୍ମଚାରୀ ମୁଖି ବକ୍ତା ଶ୍ରୀ ବ୍ରଜ କିଶୋର ପଟ୍ଟନାୟକ ଓ ସରୋଜ ନାୟକ ସଭାପତି, ସମ୍ପାଦକ ଜୀମୂତ ବେହେରା, ନେତୃତ୍ୱରେ ଏକ ବିଶାଳ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ପୂର୍ବ ସରାକର ଆମ ଦାବିକୁ କିଛି ମାତ୍ରାରେ ପରିପୂର୍ଣ୍ଣ କରିଥିଲେ । ଯାହାକି ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ, ଆଉ ଯାହାକିଛି ପ୍ରତିଶ୍ରୁତି ଦେଇଥିଲେ ରଖି ପରିଲେନାହିଁ ।ବର୍ତ୍ତମାନ ଓଡିଶାରେ ସରକାର ପରିବର୍ତନ ହେଲାଣି । ନୂତନ ସରକାର ଗଡ଼ିଲେଣି ,ତାପରେ ଆମ ରାଜ୍ୟ ରେ ନୂତନ ନେତୃତ୍ଵ ନେଲେଣି , ନବ ନିର୍ବାଚିତ ସରକାରଙ୍କ ପାଖକୁ ଯାଇ ସ୍ମାରକ ପତ୍ର ଦେଇ ଆମ ଦାବି ଉପରେ ଆଲୋକପାତ କରି ନୂତନ ସରକାରକୁ ଅନୁରୋଧ କରିଥିଲେ । ଏବଂ ଆମ ରାଜ୍ୟ ସଂଘ ସହ ଅଳଚନ। କରି ଅ।ମ ଦ।ବିକୁ ଆପଣ ଙ୍କ ନଜର କୁ ନିଅନ୍ତୁ ଏବଂ ଆମ୍ଭମାନଙ୍କୁ ନ୍ୟାୟ ଦିଆଯାଉ । କିନ୍ତୁ ଏହିପରି ନୂତନ ସରକାରକୁ ବାରମ୍ବାର ଆମ ରାଜ୍ୟ ସଂଘର ସଦସ୍ୟ ମାନେ ଦେଖା କରି ଆମ ଦାବି ବିଷୟରେ କହିଥିଲେ ହିଁ ସରକାର ଆମର ଦାବି ଗୁଡ଼ିକ ଉପରେ କର୍ଣ୍ଣ ପାତ କରୁନାହାନ୍ତି ।ତେଣୁ ବାଧ୍ୟ ହୋଇ ଆମେମାନେ ଓଡ଼ିଶା ସରକାରୀ ଆଉଟିଂ ସର୍ଶିଂ ମହାସଂଘ କନ୍ଧମାଳ ଜିଲ୍ଲାର ,କନ୍ଧମ।ଲ ଶାଖା ର କଣ ଅନୁ କଣ୍ ରେ ଥିବା ୫୦୦ରୁ ଅଧିକ କର୍ମଚାରୀ ଆଉତ୍ସର୍ଶିଗ୍ ଜରିଆରେ ସରକାରୀ ଦପ୍ତରରେ ବିଭିନ୍ନ ବିଭାଗରେ ଓ ବିଭିନ୍ନ ପ୍ରକାର କାର୍ଯ୍ୟରତ କର୍ମଚାରୀ ମାନେ ତା ୧୨/୦୩/୨୦୨୫ ରେ ଜିଲ୍ଲାପାଳ ପାଖକୁ ଯାଇ ଓଡ଼ିଶାର ବରେଣ୍ୟ ମୁଖ୍ୟ ମନ୍ତ୍ରୀ ଶ୍ରୀ ମହନ ଚରଣ ମାଝି ଙ୍କ ଉଦ୍ଦେଶ୍ୟ ଏକ ସ୍ମାରକ ପତ୍ର ଦେଇଥିଲେ । ତା ୧୭/୦୩/୨୦୨୫ ରିଖ ଠାରୁ ୨୧/୦୩/୨୦୨୫ ଯାଏ ନିଜ ନିଜ କାର୍ଯ୍ୟାଳୟରେ କଳା ବ୍ୟ।ଚ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବରେନ ନିଜ ନିଜ ବିଭାଗରେ କାର୍ଯ୍ୟ ତୁଲାଇବୁ ।ଇତି ମଧ୍ୟରେ ଯଦି ରାଜ୍ୟ ସରକାର ଯଦି ଆମ ରାଜ୍ୟ ସଂଘ କର୍ମ କର୍ତ। ଙ୍କୁ ଡାକି ଆଲଚନ। ନ କଲେ ଆମ୍ଭେ ରାଜ୍ୟ ସରକାରଙ୍କୁ ସୁ ସ୍ବାଗତ ଜନେଇବୁ ।ନଚେତ ୨୪/୦୩/୨୦୨୫ ରିଖ ଠାରୁ ରାଜଧାନୀରେ ଭୁବନେଶ୍ୱର ଲୟର P M G ଛକ ଠାରେ ଅନିଧିଷ୍ଟ କଳା ଧର୍ମ ଘଟ କରିବୁ । ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ଆମର (କ) ଛଟେଇ କରାଯାଇ ଥିବା କର୍ମ ଚାରୀଙ୍କୁ ପୁନହ ନିଯୁକ୍ତିଦେବା ସହ ଗୃହ ବିଭାଗର ପତ୍ର ସଂଖ୍ୟା ୫୨୩୮୨ ତା ୧୩/୦୭/୨୦୨୨ ଆଧାର କରି ଛଟେଇ ପ୍ରକ୍ରିୟା ବନ୍ଧ କରାଯାଉ (ଖ) ଆଉଟ୍ ସର୍ଶିଂ କାର୍ଯ୍ୟରତ ରହ୍ ଯେଉଁ ଦିନ ମଜୁରି ଆଖ୍ୟ। ଦେଇ ମାସିକ ୪ ଦିନ ଛୁଟି କରିଦେଇ ଦରମା ଦିଆଯାଉଛି । ସେହି ସବୁ ବନ୍ଧ କରି ଗୋଟିଏ ଆଉଟ୍ ସର୍ଶିଂ କର୍ମଚାରୀ ଙ୍କୁ ତାର ଆଉ ଟିଂ ସର୍ଶିଂ କର୍ମଚାରୀର ମାନ୍ୟତା ଦିଆଯାଉ । ଶେଷରେ ଆମର ବଡ଼ ଦାବୀ ହେଉଛି । ଯେହେ ତୁ ଆମ୍ଭେମାନେ ୨୦ ବର୍ଷରୁ ଉର୍ଦ୍ଧ୍ଵ ହେବା ସରକାରୀ କଳରେ ଆଉତ୍ସର୍ଶିଂ ମାଧ୍ୟମରେ କାମକରି ଆସିଲୁନି ତେଣୁ ଆମ୍ଭ ମାନଙ୍କର ଅଭିଜ୍ଞତା ଆଧାର କରି ଆମ୍ଭ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ । ଏବଂ ଯେ ପର୍ଯ୍ୟନ୍ତ ସ୍ଥାଇ ନିଯୁକ୍ତି ଦିଆଯାଇନାହିଁ ଆମ ଚାକିରି ଏକ ନିୟମାବଳୀ କରାଯାଉ ଏହିଭଳି ଭାବରେ ରାଜ୍ୟ ସରକାର କିଛି ବି ଯୁକ୍ତ।ମକ ନିଷ୍ପତି ନେଇକି ଆମ ରାଜ୍ୟ ନେତୃତ୍ଵ ଙ୍କୁଆଲୋଚନା ମାଧ୍ୟମ କୁ ଡାକନ୍ତି ତେବେ ଆମ ଆନ୍ଦୋଳନକୁ ଆମେ ସ୍ତଗିତ ରଖିବୁ, ଯଦି ରାଜ୍ୟ ସରକାର ସେପରି କିଛି ନିଷ୍ପତି ନ ନିଅନ୍ତି ଆମ ରାଜ୍ୟ ସଂଘର ଅଧ୍ୟକ୍ଷ ଓ ସଭାପତି ଯାହା କିଛି ନିଷ୍ପତି ନେବେ ଆମେ ତାହା ଅକ୍ଷରେ ଅକ୍ଷ ରେ ପାଳନ କରିବୁ ।ଏବଂ ଏହାକୁ ବ୍ୟାପକ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ରାଜ୍ୟ ସଂଘ ର ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର ଙ୍କ ସହିତ ଜିଲାସଂଘର ମୁଖ୍ୟବକ୍ତା ବ୍ରଜକିଶୋର ପଟ୍ଟନାୟକ ପଦ୍ମଚରଣ ମହାନ୍ତି ସହ ଜିଲ୍ଲା ସଭାପତି ସରୋଜ କୁମାର ନାୟକ ଓ ସାଧାରଣ ସମ୍ପାଦକ, ଜୀମୂତ ବେହେରା, ସତ୍ୟ ନାରାୟଣ ପଣ୍ଡା ନୀଳ ମାଧବ ସାହୁ , ଗଣେଶ ବେହେରା,ଦଳେଇ ଅଭିଷେକ ମହାନ୍ତି, ରାଜେଶ୍ ଦିଗାଲ,ବସନ୍ତ କୁମାର ପ୍ରଧାନ, କା ଲିଚରଣ ଜେନା ସୁଶାନ୍ତ କହଁର ବିଭୁ ଦତ ରଥ , ଚିନ୍ମୟୀ ମହାପାତ୍ର,ଅମିତ୍ ଦିଗଲ ଙ୍କ ସହ ସମସ୍ତ ବ୍ଲକ୍ କର୍ମକର୍ତ୍ତା ଗଣ ମାଧ୍ୟମକୁ ଦର୍ଶାଇଛନ୍ତି ।