ଏକଲବ୍ୟ କୋଚିଂ ସେଣ୍ଟରର ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ।

କାମାକ୍ଷାନଗର୨୬.୦୫.୨୦୨୫ ଆଙ୍କର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ରେ ଥିବା ଏକଲବ୍ୟ କୋଚିଂ ସେଣ୍ଟର ତରଫରୁ ଏକ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ଚଳିତବର୍ଷ +୨ ରେ ସଫଳତାର ସହ ଉତିନ୍ନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାମାକ୍ଷାନଗର କଲେଜର ସେଖର ସୁଭମ ଜେନା ୪୯୬,ଅର୍ପିତା ସାହୁ ୪୭୫ ଓ ସନ୍ଧ୍ୟାରାଣି ମାହୁନ୍ତ ୪୪୫ ନଂମ୍ବର ରଖି ପ୍ରଥମ ଦିତିୟ ଓ ତୃତୀୟ ସ୍ଥାନ ଅଧିକାର ଗ୍ରହଣ କରିଛନ୍ତି। ସେହିଭଳି ଓତଡିଶା ଆଦର୍ଶ ବିଦ୍ୟାଳୟର ପ୍ରଜ୍ଞାପରମିତା ମହାନ୍ତି ୮୮.୪% ଓ ସ୍ବାଧିନ ଦେହୁରୀ ୭୯.୨% ସଫଳତାର ସହ ଉତିନ୍ନ କରିଛନ୍ତି। ତେଣୁ ଅନୁଷ୍ଠାନ ତରଫରୁ ଆଜି ଏକ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଅନୁଷ୍ଠନର ଅଧକ୍ଷ ବିଶ୍ବଜିତ ନାୟକ ଓ ଅଧ୍ୟାପିକା ବର୍ଷାରାଣି ନାୟକ, ଯାଜ୍ଞସେନି ପଣ୍ଡ ଓ ଅଧ୍ୟାପକ ବିଶ୍ବମିତ୍ର ସାହୁ,ପ୍ରଭଞ୍ଜନ ସ୍ବାଇଁ ଓ ନିର୍ମଳ କୁମାର ଜେନା ସମେତ ଅନୁଷ୍ଠାନର ସମସ୍ତ କର୍ମଚାରି ଉପସ୍ଥଊିତ ଥିଲେ।

Leave a Reply

Your email address will not be published. Required fields are marked *