ଅପରେସନ ସିନ୍ଦୂର ସଫଳତା

ଅପରେସନ ସିନ୍ଦୂର ସଫଳତା ନେଇ ସିନ୍ଦୂର ସୋର୍ଯ୍ୟ ଯାତ୍ରା ଭଦ୍ରକ ଜିଲ୍ଲା ର ଦୁର୍ଗା ବାହିନୀ, ହିନ୍ଦୁ ଜାଗରଣ, ବିଶ୍ବ ହିନ୍ଦୁ ପରିଷଦ, ଏ ବି ଭି ପି, ବଜରଙ୍ଗ ଦଳ, ବିଜେପି, ମହିଳା ସୁସ୍ଥନୟ ସମିତି , ତୃତୀୟ ଲିଙ୍ଗ, ବିଭିନ୍ନ ମହିଳା ସଂଗଠନ, ପକ୍ଷରୁ ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ସହର ନୁଆବଜାର ସ୍ଥିତ ଗାନ୍ଧୀ ପଡିଆ ରୁ ସିନ୍ଦୂର ସୌର୍ଯ୍ୟ ଯାତ୍ରା ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ପହଞ୍ଚିଥିଲା। ଏଥିରେ ରାଜ୍ୟ ମଜଦୂର ସଂଘ ଉପାଧ୍ଯକ୍ଷ ତଥା ସିନ୍ଦୂର ଶୌର୍ଯ୍ୟ ଯାତ୍ରା ର ସଂଯୋଜିକା ଶ୍ରୀମତୀ ସୁମିତା ମହାପାତ୍ର, ବିଜେପି ନେତ୍ରୀ କଳ୍ପନା ଜେନା, ଙ୍କ ନେତୃତ୍ୱରେ ଶତାକ କାର୍ଯ୍ୟ କର୍ତ୍ତା ଯୋଗ ଦେଇ ଆତଙ୍କ ବାଦି ଙ୍କ କାର୍ଯ୍ୟକୁ ଦୃଢ଼ ନିନ୍ଦା କରି ଭାରତୀୟ ସେନା ବାହିନୀ ଙ୍କ ସାହସ କାର୍ଯ୍ୟ କୁ ପ୍ରଶଂସା କରି ଭାରତ ସରକାର ଙ୍କ ପଦକ୍ଷେପକୁ କୃତଜ୍ଞତା ଜଣାଇ ଭାରତ ମାତା ର ଜୟ ଗାନ କରି ଥିଲେ।