ବଜାର ଚାହା ଖଟିରେ ଜନ୍ମ ଦିନ ପାଳନ

ବଜାର ଚାହା ଖଟିରେ ଜନ୍ମ ଦିନ ପାଳନ ।କନ୍ଧମାଳ ତା ୦୧/୦୬/୨୦୨୫ ଫୁଲବାଣୀ ସ୍ଥାନୀୟ ଫୁଲବାଣୀ ମୁଖ୍ୟ ବଜାର ଯେଉଁଠାରେ ସହରର ସମସ୍ତ ଆବଶ୍ୟକ ଦୈନଦିନ ଚଳନିଯିନିଷ ଲୋକ ମାନେ ଆସି ନିଜର ଆବଶ୍ୟକ ମୁତାବକ ଜିନିଷ ପତ୍ର ନେଇଥାନ୍ତି ।ଏହି ସ୍ଥାନରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ।ଏହି ବଜାର ମଧ୍ୟରେ ଥିବା ବହୁ ପ୍ରସିଦ୍ଧ ସତ୍ୟ ଚାହା ଦୋକାନ ଜେଁ ଉ ଦୋକାନକୁ ସମସ୍ତ ବୁଦ୍ଧିଜୀବୀ, ଆଇନଜୀବି, ବ୍ୟବସାୟୀ, ସାଧାରଣ ଲୋକ, ପ୍ରଶାସନ, ସମସ୍ତେ ଆସି ସୁନ୍ଦର୍ ସକାଳୁଆ ଚ। ପିଅନ୍ତି ସେହି ଜାଗାରେ ସହରର ବିଶିଷ୍ଟ ଠିକାଦାର ଶ୍ରୀ ସ୍ୱଦେଶୀ ବେହେରା ତାଙ୍କ ଜନ୍ମ ଦିନ ବଜାର ମଧ୍ୟରେ ସତ୍ୟ ଚା ହା ଖଟିରେ ପାଳନ କରିଥିବା କଥା ଶୁଣିବାକୁ ମିଳିଛି । ଏହି କାର୍ଯ୍ୟ କ୍ରମରେ ସହରର ବିଶିଷ୍ଟ ବ୍ୟକ୍ତି , ପାର୍ଥ ସାରଥୀ ବିଶ୍ଵାଳ, ଜୟ ବେହେରା, କନ୍ଧମାଳ ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ସୁନିଲ ସେଠୀ ,ଉପ ସଭାପତି ବିଷ୍ଣୁ ପ୍ରସାଦ ବେହେରା ସତ୍ୟ ,ଲକି ସମସ୍ତ ଉପଷ୍ଟିତରହି ଜନ୍ମ ଦିନ ପାଳନ କରି ଉପସ୍ଥିତ ସମସ୍ତଙ୍କୁ ଚକ୍ଲେଟ୍ ବଣ୍ଟନ କରିଥିଲେ ।ଏହି ଖୁସି ଖବର ସହରରେ ଚହଳ ସୃଷ୍ଟି କରିଥୀବା କଥା ଶୁଣିବା କୁ ମିଳିଥିଲା ଏହା ଦ୍ବାରା ଭାଇଚାରା ସୃଷ୍ଟି ହେବା କଥା ଶୁଣିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *