ଯୁଆଡେ ଦେଖ ସିଆଡେ ବାଲି

ଯୁଆଡେ ଦେଖ ସିଆଡେ ବାଲି, କେଉଁଠି ରାସ୍ତା ମଝିକି ଆସିଲାଣି ତ କେଉଁଠି ବାଲି ଉଠିବାର ଦଶ ପନ୍ଦର ଦିନ ହୋଇ ବି ବାଲି ନ ଉଠି ପୁଣି ମିଶିବାକୁ ଲାଗିଲାଣି. ଜନତା ଜନତା ଜନାର୍ଦନ ଙ୍କ ପ୍ରତିକ୍ରିୟା ପ୍ରତିଦିନ ପ୍ରତି ଛକ ରେ ପୁଳା ପୁଳା ବାଲିଉଠା ସ୍ଵଛ ଅଭିଯାନ ର ଫୋଟୋ, କାହା ଉଦେଶ୍ୟରେ, ଯଦି ଅସଲି ଦୃଶ୍ୟ ପଟ ଅଲଗା ବୟାନ କରୁଛି. ତେବେ ସନ୍ଦେହ ଘନାଉଛି ଖେଳ ର ରହସ୍ୟ କଣ ? ବାଲି ଉଠି ଥାକ ହେଉଛି କିନ୍ତୁ ଉଠୁନି ? ଲୋକେ ତାଯୁବ ଯାହା ଗହଳି ମଧ୍ୟ୍ୟରେ ବାଲିରେ ସାଇକଲ ବାଇକ ଆଦି ଜଣ ବେଗର ବାଲାଆନ୍ସ ରେ 10, ରୁ 15ଛୋଟ ବଡ଼ ଦୁର୍ଘଟଣା ହେଉଛି. ବିଗତ ଦିନରେ ବୋଷ ବ୍ରିଜ ରେ ସିରିଏଲ ଦୁର୍ଘଟଣା ହୋଇଛି. ଯେଉଁସବୁ ସ୍ଥାନରେ ବିପଦ ରହିଛି ସେ ସବୁ ସ୍ଥାନ ଗୁଡିକ ହେଲେ, ଖପୁରିଆ ଛକ, ଠୁ ଦୀର୍ଘ ନୂଆ ପଡା ଛକ,ରଣୀହାଟ ବୋଡ଼ ସ୍କୁଲ ବଜ୍ରକବାଟି ଠୁ ବାଦାମବାଡ଼ି ଦୋଳମୁଣ୍ଡେଇ ଟ୍ରାଫିକ ଛକ. ଲିକଙ୍କ ରୋଡ଼ ଉଭୟ ପାର୍ଶ୍ଵ, ବୋଷ ବ୍ରିଜ ସମ୍ରାଟ ସିନେମା ହଲ ବ୍ରିଜ, କଲେଜଛ କ ଫ୍ଲାଏ ଓଭର ବ୍ରିଜ, ରାଣୀହାଟ କ୍ଲକ ଟାୱାର ଛତ୍ରବଜାର ରୋଡ଼, ଏପଟେ ମେଡିକାଲ ରୋଡ଼.ମିଉଜିଅମ ରୋଡ଼, ନୂଆ ବସ ଷ୍ଟାଣ୍ଡ ରୋଡ଼ ଠୁ ଖାନ ନଗର ଯାଏ, ଛତ୍ରବଜାର ନୂଆ ରୋଡ଼ ସମ୍ରାଟ ସିନେମା ରେଲୱେ ବ୍ରିଜ ତଳ,ଖାନ ନଗର ହାଇକୋଟ ରୋଡ଼, ସିଡିଏ 6ରୁ 11,12

ପର୍ଯ୍ୟନ୍ତଉଭୟ ପାର୍ଶ୍ଵ, ବୋଷ ବ୍ରିଜ ଉଭୟ ଦୀର୍ଘ ପାର୍ଶ୍ଵ ଯାହା ସବୁଠୁ ବେଶୀ ବିପଦ ଦ୍ରୁତ ଗତି ବସିକି କାର ପାଇଁ ଯାହା ଆୟତ କରିବା ମୁସ୍କିଲ.ତେବେ ଜନତାଙ୍କ ହାସ୍ୟାସ୍ପଦ କଟାକ୍ଷ କରୁଛନ୍ତି ବାଲି ଥିଲା ଉଠାଉ ଥିଲା କାହିଁକି ?କିଛିକିଛି କଟକ ସହର ଜାଗାରେ କିନ୍ତୁ ଯେମିତି ଲୁଚକାଳି ଖେଳ ବାଲି ଆଉ ସିଏମସି ଅଧିକାରଙ୍କର.ଏ ଦୃଶ୍ୟ ଦେଖି ଲାଗୁଛି କଣ କଟକ ଭାଇଚାରା ଏବଂ ହଜାର ବର୍ଷର ପୁରାତନ ସହର ତଥା ରଜାଧନୀ ଆଉ ବିଶ୍ୱସ୍ତରୀୟ ଡ଼ିମିଡ଼ିମା ପିଟୁଥିବା, ବାବୁମାନଙ୍କ ମନସା ଅଧା ପାଇଁତରା ରେ ଅଟକି ଗଲା କି ? ସହଜେ ଜନଗହଳି ପୂର୍ଣ ସହର,. ତେବେ ଦୃଶ୍ୟ ଦେଖି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେବାରେ ଲାଗିଛି. ମାତ୍ର 10,20କିଲୋମିଟର ସବୁଠୁ ଅଧିକା ଚଳ ଚଞ୍ଚଳ ସ୍ଥାନକୁ ଯଦି ସ୍ଵଚ୍ଚ ହୋଇ ନ ପାରିଲା, ବା ଅନ୍ୟ ସ୍ଥାନ ସହର ରେ 50,60,80ଯଥା ଭୁବନେଶ୍ୱର ପରି ସହର କୁ ସମ୍ପୂର୍ଣ ଯତ୍ନ ସହକାରେ ରକ୍ଷଣ ବେକ୍ଷଣ ପ୍ରତିଦିନ କରା ଯାଉଛି. କିନ୍ତୁ ଏଠି ସବୁ ପ୍ରକାରେ ତାଠୁ ଭଲ. ଚାହେ ମେସିନ ଧୂଳି ଉଠା ମେସିନ କୁହନ୍ତୁ ବା ଲେବର କୁହନ୍ତୁ,ସୁବିଧା ଥାଇବି. ସ୍ୱଚ୍ଛ ର ନା ଗନ୍ଧ ନାହିଁ ରାସ୍ତା ସମୂହ ମାନଙ୍କର. ସେ ପୁଣି ମାତ୍ର ଅଳ୍ପ କିଛି ବ୍ୟସ୍ତ ବହୁଳ ମୁଖ୍ୟ ମାର୍ଗ ସବୁ., ବାକି ସାହି ବସ୍ତି କଥା କହିଲେ ନ ସରେ.ସର୍ବେ ଜ୍ଞାନ୍ତ. ତେବେ ସହର ବାସୀଙ୍କୁ ହତଚକିତ କରୁଛି. ଏତେ ସବୁ ଆମର ଚିରାଚରିତ୍ର ପରମ୍ପରା ଥାଇ କିଭଳି ଡେଣ୍ଡୁରା ପିଟୁଛୁ ବିଶ୍ୱ ସ୍ତରୀୟ,ତେବେ ସହର ବାସୀଙ୍କ ଧୂଆଁ ଧାର ପ୍ରଶ୍ନ ବାଣ ବି ଯଥାର୍ଥ କରିଛି ସର୍ବସାଧାରଣ ରେ ଯଦି ୟାକୁ ବିଶ୍ୱ ସ୍ତରୀୟ କହିବା ତେବେ ଜାପାନ, ଆମେରିକା ଫ୍ରାନ୍ସ ଇଟାଲୀ ଜର୍ମାନୀ ଙ୍କ ରାସ୍ତା ର ସ୍ଵଚ୍ଚ କୁ ଦେଖି କଣ ଗୁଣ ଗାନ କରିବା.ତେବେ କହାକୁ ଦ୍ୱନ୍ଦ୍ୱ ବା ହରଡ଼. ଘଣା କରାଯାଉଛି ନା. ନିଜେ ନିଜକୁ ବାୟାନ ବାଜି ଡେଣ୍ଡୁରା ପିଟି ପ୍ରତିଦିନ ସଭା ସମିତିରେ. କାନ ମୁଣ୍ଡ ଅଥରା କଲେଣି ବିଶ୍ୱସ୍ତର ବିଶ୍ୱସ୍ତର କିଏ ଆଉ ଆଜିକା ଦିନରେ ବିଶ୍ୱ ସ୍ତର ଦେଖିନାହାନ୍ତି କି ? ନା କିଛି ଦେଖିଲା. ଵାଲା ନଦେଖିଲା ବାଲାଙ୍କ. ନିକଟରେ ନିଜର କମ ଜୋରି ଜାହିର ବା ଲୋକ ମାନଂକୁ ଆଖି ଠାର କରୁନାହାନ୍ତି ତ? ଖଣ୍ଡି ଉଡ଼ା ଡାଇଲକ ବା ତୋଫାନୀ ଭାଷଣ ବାଜି କରି କାହାକୁ ହତଚକିତ କରୁଛନ୍ତି.