ମଣ୍ଡଳ ସ୍ତରୀୟ ସମାବେଶ ଦେବର କୁଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି

ଦେବରକୁଣ୍ଡ ମଣ୍ଡଳରେ ଆୟୋଜିତ ମଣ୍ଡଳ ସ୍ତରୀୟ ସମାବେଶରେ ଯୋଗଦେଇ ଏକ ସ୍ୱଚ୍ଛ,ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଗଠନ ପାଇଁ କେନ୍ଦ୍ରରେ ୧୧ ବର୍ଷ ଓ ରାଜ୍ୟରେ ୧ ବର୍ଷ ଅବଧିରେ ହାସଲ କରାଯାଇଥିବା ଗୌରବଜନକ ଉପଲବ୍ଧି ବିଷୟରେ ଅଭିଭାଷଣ ରଖିଲେ ଭଦ୍ରକ ବିଧାୟକ #ସୀତାଂଶୁସେଖରମହାପାତ୍ର।
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ୍ ଚରଣ ମାଝି ଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏକ ନୂତନ ଓ ବିକଶିତ ଓଡ଼ିଶା ନିର୍ମାଣ ପଥରେ ଦୃଢ଼ ପ୍ରତିଶ୍ରୁତିବଦ୍ଧ।ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ଅଭିମନ୍ୟୁ ସେଠୀ, ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା , ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।