ପୋଡ଼ ପିଠା ସେଠି ପ୍ରସ୍ତୁତ କରନ୍ତି କାଳିଆ ମୁଖକୁ ଚାହିଁ

ପୋଡ଼ ପିଠା ସେଠି ପ୍ରସ୍ତୁତ କରନ୍ତି କାଳିଆ ମୁଖକୁ ଚାହିଁ -ଜନମ ବେଦୀ କୁ ଯାଉଛନ୍ତି ପ୍ରଭୁ ଭାଇ ଭଉଣୀ ଙ୍କୁ ନେଇ ପୋଡ଼ ପିଠା ସେଠି ପ୍ରସ୍ତୁତ ହୋଇଛି କାଳିଆ ମୁଖକୁ ଚାହିଁ। ଚାଉଳ ଚୂନା ରେ ଗୁଡ଼,ପୁର ଦେଇ ନାରିକେଳ ର ସହିତ ପ୍ରସ୍ତୁତ ପ୍ରଣାଳୀ କରନ୍ତି ପୋଡ଼ପିଠା ସେଠି ଭକ୍ତିଭାବେ ସମର୍ପିତ।ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରୁ ଦଶମୀ ତିଥି ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ପଣ୍ଡାମାନେ ସେଠିନୈବେଦ୍ୟ କାମରେ ବ୍ୟସ୍ତ।ରଥ ଅନୁକୂଳ ରଥ ତିଆରି ରେ କାରିଗର ମାନେ ବ୍ୟସ୍ତ ପ୍ରସ୍ତୁତ କରନ୍ତି ତିନୋଟି ରଥକୁ କାରୁକାର୍ଯ୍ୟ ରେ ଯେ ନ୍ୟସ୍ତ।ନେତ୍ର ଉତ୍ସବ ରେ ନେତ ଲଗାଯାଏ ଅନେକ ବିଧିବିଧାନେ ରଥ ପୂଜା ପାଏ ବିଧିବିଧାନ ରେ ହୋଇ ଅନେକ ଯତନେ। –ପ୍ରକୃତି ବନ୍ଧୁ ହରିହର ସାହୁ (ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ

Leave a Reply

Your email address will not be published. Required fields are marked *