ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଲା ବ୍ୟାସନଗର ଯୁବ ଛାତ୍ର ବିଜେଡି

ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇଲା ବ୍ୟାସନଗର ଯୁବ ଛାତ୍ର ବିଜେଡିବ୍ୟାସନଗର ମହାବିଦ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି l ଗୋପାଳ ପୁର ସମୁଦ୍ର କୂଳରେ ଜନୈକା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ସାରା ରାଜ୍ୟରେ ଏବେ ଅଶାନ୍ତିର ବାତାବରଣ ସୃଷ୍ଟି ହେଇଛି l ଯାହାକୁ ନେଇ ବିରୋଧ ଦଳ ପକ୍ଷରୁ ବିଜେପି ସରକାର ବିରୋଧରେ ନାରା ବାଜି ଛାଲିଛି l ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ଛାତ୍ର ବିଜେଡି ପକ୍ଷରୁ ପ୍ରତେକ ଜିଲ୍ଲାର ମହାବିଦ୍ୟାଳୟ ସମ୍ମୁଖରେ ରାଜ୍ୟ ବିଜେପି ସରକାର ବିରୋଧ ଆନ୍ଦୋଳନ କରିବାକୁ ଡକରା ଦିଆଯାଇଛି l ଏହିପରିପକ୍ଷରେ ଆଜି ଶତାଧିକ ଛାତ୍ର ବ୍ୟାସନଗର ମହାବିଦ୍ୟାଳୟରେ ସମ୍ମୁଖରେ ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହା କରାଯାଇଛି l ଏଥିସହିତ ବିଜେପି ସରକାର ରାଜ୍ୟରେ ଆଇନୀଶୃଙ୍ଖଳା ପରିସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆନ୍ଦୋଳନ କରୁଥୁବା ଛାତ୍ର ମାନେ ଦାବୀ କରିଛନ୍ତି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *