ଦୁର୍ଘଟଣା ରେ ସାଇକେଲ ଆରୋହୀ ମୃତ୍ୟୁ
![](https://teerthkhetra.com/wp-content/uploads/2022/08/WhatsApp-Image-2022-08-06-at-5.27.53-PM-1024x576.jpeg)
ଭଦ୍ରକ
ଗତକାଲି ମଧ୍ୟରାତ୍ରିରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନଳାଙ୍ଗ ଛକ ନିକଟସ୍ଥ ସାଇ ମନ୍ଦିର ସମ୍ମୁଖ ରାସ୍ତାରେ କଟକ ଆଡୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ମାଲବୁଝେଇ ଗାଡି ଦୃତବେଗରେ ଆସି ଏକ ସାଇକେଲ ଆରୋହୀ ଙ୍କୁ ଧକ୍କା ଦେଇଥିଲା ଯାହାଙ୍କର ପରିଚୟ ଜଣାପଡି ନଥିବା ବେଳେ ଘଟଣାସ୍ଥଳ ରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା ଏଥି ସହିତ ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର ଫେରାର ହୋଇ ଯାଇ ଥିବାବେଳେ ଗାଡିର ହେଲପର ପୋଲିସ ଦ୍ବାରା ଅଟକ ଥିବା ସୂଚନା ମିଳିଛି।
ପୁନିଲ କୁମାର ସାମନ୍ତ ଭଦ୍ରକ, ତୀର୍ଥକ୍ଷେତ୍ର