ସମାଜ ସେବା କ୍ଷେତ୍ର ରେ ବେଶ୍ ଚର୍ଚ୍ଚା ରେ ରାଷ୍ଟ୍ରୀୟ ସମାଜ ସେବୀ ପରିଷଦ ।
![](https://teerthkhetra.com/wp-content/uploads/2022/08/WhatsApp-Image-2022-08-09-at-6.33.12-PM-1024x461.jpeg)
ସମାଜ ସେବା କ୍ଷେତ୍ର ରେ ବେଶ୍ ଚର୍ଚ୍ଚା ରେ ରାଷ୍ଟ୍ରୀୟ ସମାଜ ସେବୀ ପରିଷଦ ଗରିବ ଲୋକ ଙ୍କୁ ନ୍ୟାୟ ଦେବା ହେଉ କିମ୍ବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସବୁଠି ଚର୍ଚ୍ଚା ରେ ରାଷ୍ଟ୍ରୀୟ ସମାଜ ସେବି ପରିଷଦ ହଁ ଆଜ୍ଞା ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ର ଦେହୁଡ଼ିି ଆନନ୍ଦ ପୁର ପଞ୍ଚାୟତ ର ମାନସିକ ରୋଗୀ ଲକ୍ଷ୍ମୀଧର ରଣା ଙ୍କ ପୁଅ ନିତ୍ୟାନନ୍ଦ ରଣା ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ୨୯୯ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ ମଧ୍ୟ କଲେଜ୍ ପଢ଼ିବାକୁ ଆର୍ଥିକ ଅବସ୍ଥା ଭଲ ନ ଥିବା ରୁ ପାଠ ପଢିବା କୁ ଇଛା ଥିଲେ ମଧ୍ୟ ପଇସା ଅଭାବ ରୁ ପାଠ ପଢ଼ି ପାରିବେ ନାହିଁ ନିତ୍ୟାନନ୍ଦ ବୋଲି ଜାଣି ବାକୁ ପାଇଥିଲେ ଆମ ରାଷ୍ଟ୍ରୀୟ ସମାଜ ସେବୀ ପରିଷଦ ର ଧାମନଗର ମୁଖ୍ୟ ହରେକୃଷ୍ଣ ରଣା ସଙ୍ଗେ ସଙ୍ଗେ ଏ ବିଷୟ ରେ ରାଷ୍ଟ୍ରୀୟ ସମାଜ ସେବୀ ପରିଷଦ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ କୁଞ୍ଜ ବିହାରି ବେହେରା ସାର୍ ଙ୍କୁ ଜଣାଇଥିଲେ ରାଷ୍ଟ୍ରୀୟ ସମାଜ ସେବୀ ପରିଷଦ ର ସ୍ଵତନ୍ତ୍ର ଟିମ୍ ଡ. ନିରଜ କୁମାର ଯାଦବ ସାର୍ ଓ ସଂଯୁକ୍ତା ତ୍ରିପାଠୀ ଓ ବିଜୟ ସାମନ୍ତ ରାୟ ଙ୍କ ସହଯୋଗ ରେ ପିଲା ଟି କୁ ପାଠ ପଢିବା ପାଇଁ କିଛି ଆର୍ଥିକ ସାହାଯ୍ୟ କରିବା ସହ ପିଲାଟିର ପାଠ ପଢା ଦାୟିତ୍ବ ଗହଣ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିବା ଜଣାପଡିଛି।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର