ଏନଏଚଆରସିର ମଧ୍ୟବର୍ତୀକାଳୀନ ରିପୋର୍ଟ, ମମତା ସରକାରଙ୍କ ପ୍ରଶାସନିକ ବିଫଳତା ହେତୁ ହିଂସା ଆରମ୍ଭ ହୋଇଥିଲା

କଲିକତା : ପଶ୍ଚମବଙ୍ଗର ହାଓଡ଼ା, ହୁଗୁଳି ଏବଂ ଡାଲକୋଲାରେ ହୋଇଥିବା ହିଂସାକୁ ନେଇ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ମହତ୍ୱପୂର୍ଣ୍ଣ ରିପୋର୍ଟ ଦେଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଟିମ କହିଛି ଯେ, ପଶ୍ଚିମବଙ୍ଗରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ।

Leave a Reply

Your email address will not be published. Required fields are marked *