ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-07-at-8.58.50-PM.jpeg)
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ୍ ର ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତର ଆରୋଳ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ଆରୋଳ ଗ୍ରାମର ସଭାପତି ପଙ୍କଜ ଚରଣ ମିଶ୍ର,ସମ୍ପାଦକ ନୃସିଂହ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ ମିଶ୍ର,ସମିତି ସଭ୍ୟ ଧୁସାସନ ପରିଡା ଓ ପଞ୍ଚାୟତ ସଭାପତି ରବିନ୍ଦ୍ର କୁମାର ରାଉତ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମଗିରି ବ୍ଲକ୍ ର ୩୦ ନମ୍ବର ଜୋନର କାଣ୍ଡଗୋଦା ପଞ୍ଚାୟତର ପଲ୍ଲୀ ଗ୍ରାମ,ଡିମିରିସେଣା ପଞ୍ଚାୟତର ଖଜୁରିଆ ସ୍ଵାସ୍ଥ୍ୟ କେନ୍ଦ୍ରୋ ଓ ରାୟବିଧାର ପଞ୍ଚାୟତ ରାଇଶିମୁଳି ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ମିଲି ବେହେରା,ପଲ୍ଲୀ ଗ୍ରାମ ସଭାପତି ବୈକୁଣ୍ଠ ପ୍ରଧାନ, କଣ୍ଡୁରି ଚରଣ ବରାଳ,ସରପଞ୍ଚ ବିଷ୍ଣୁପ୍ରିୟା ବରାଳ,ପୂର୍ବତନ ସରପଞ୍ଚ ଗଦାଧର ବରାଳ,ପଞ୍ଚାୟତ ସଭାପତି ନିଳମଣି ଭଟ୍ଟ, ଡିମିରିସେଣା ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ଜଗଦେବ,ରାୟବିଧାର ପଞ୍ଚାୟତର ଦିଲିପ ପଟ୍ଟନାୟକ,ଗୋପାଳ ସାହୁ ଓ ଖଜୁରିଆ ସ୍ଵାସ୍ଥ୍ୟ କେନ୍ଦ୍ରୋର ଡକ୍ଟର କଳ୍ପନା ବରାଳ ଉପସ୍ଥିତ ଥିଲେ।
ସେହିପରି ବ୍ରହ୍ମଗିରି ବ୍ଲକ୍ ର ୩୦ ନମ୍ବର ଜୋନର ମଣପଡା ପଞ୍ଚାୟତର ଛୋଟପୁର ଗ୍ରାମର ମଦନମୋହନ ଉଚ୍ଚ ବିଦ୍ୟାଳୟ, କୁଶୁବେଣ୍ଟି ପଞ୍ଚାୟତର ଗୋଲରା ଗ୍ରାମ ଓ ତଳମାଳ ପଞ୍ଚାୟତର ତଳମାଳ ଗ୍ରାମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ। ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ,ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ, ମିଲି ବେହେରା,ମଣପଡା ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଜେନା,ଭିମଶେନ ଜେନା,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷଙ୍କ ପ୍ରତିନିଧି ପଞ୍ଚାନନ ମହାପାତ୍ର,ଯୁବ ନେତା ନିଳକଣ୍ଠ ପ୍ରଧାନ ସଭାପତି ଦିବାକର ଦଳେଇ, ମଦନମୋହନ ବିଦ୍ୟାଳୟର ସୁରେଶ କୁମାର ଦଳେଇ,କୁଶୁବେଣ୍ଟି ପଞ୍ଚାୟତ ଯୁବ ନେତା ରାଧାକାନ୍ତ ସାହୁ,ସମାଜସେବୀ ସୁଧାକର ବେହେରା,ଚତୃଭୁଜ ସାହୁ,ତଳମାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠୋଇ,ସମିତି ସଭ୍ୟ ନିରଞ୍ଜନ ପରିଡା, ପୂର୍ବତନ ସରପଞ୍ଚ କୈଲ୍ୟାଣ ପ୍ରଧାନ ଓ ଦିନବନ୍ଧୁ ମହାପାତ୍ର ଉପସ୍ଥିତ ଥିଲେ।