ସଡକ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁ ଓ ଜଣେ ଆହତ

ତାଳଚେର:- ସଡକ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁ ଓ ଜଣେ ଆହତ।୧୪୯ ନମ୍ବର ଜାତୀୟ ରାଜପଥରେ ପୁଣି ଏକ ନିରୀହ ଲୋକଙ୍କ ଜୀବନ ଚାଲି ଯିବାର ଦେଖିବାକୁ ମିଳୁଛି । ଏହି ଘଟଣାଟି ଦେଖିବାକୁ ମିଳିଛି ତାଳଚେର ବାଙ୍କଧରା ଛକ ରେଲୱେ ନିକଟରେ ବାଇକକୁ ଚାପିଲା ଟ୍ରକ ଦୁର୍ଘଟଣା ବାପ ଓ ଝିଅର ମୃତ୍ୟୁ ଘଟିଛି ଆଉ ଜଣେ ଛୁଆ ମେଡିକାଲରେ ଭର୍ତ୍ତି। ମୃତକ ଜଣକ ଶୁଣ ଖଣି ଅଞ୍ଚଳର ବୋଲି ଜଣାପଡିଛି l