ନୟାଗଡ଼ରେ ବାଲ୍ୟବିବାହ
![](https://teerthkhetra.com/wp-content/uploads/2023/05/IMG-20230502-WA0028-1024x555.jpg)
ନୟାଗଡ଼ ଚାଇଲଡ ଲାଇନ ଓଡଗାଁ ଶୁଣ୍ଢୀ ଝୋଲା ଗ୍ରାମ ରେ ବିଳମ୍ବିତ ରାତିରେ ଏକ ବାଲ୍ୟ ବିବାହ କୁ ରୋକା ଯାଇଥିଲା.ଝିଅ ର ବୟସ 16 ଦଶମ କ୍ଲାସ ଗ୍ରାମ – କଲ୍ୟାଣ ପୁର, ଶରଣକୁଳ ହୋଇଥିବା ବେଳେ ପୁଅ – ଭଗବାନ ସାହୁ 30 ପିତା – ସୁକୁରିଆ ସାହୁ ଗ୍ରାମ – ଶୁଣ୍ଢୀଝୋଲା, ଓଡଗାଁ ରେ ଝିଅ ଟିକୁ ଆଣି ପୁଅ ହର ଗ୍ରାମରେ ଖୁବ ଧୁମ ଧାମ ଭୋଜି ଭାତର ଆସରା ଚାଲିଥିଲା ଓ ବିବାହ ହେବା ସହିତ ରିସେପେସସନ ମଧ୍ୟ ଗୋଟିଏ ଦିନରେ ହେଉଥିଲା, ଚାଇଲଡ ଲାଇନ ନୟାଗଡ଼ କୁ ଖବର ଆସିବା ପରେ ଚାଇଲଡ ଲାଇନ ଓ ଓଡଗାଁ ପୋଲିସ ମିଳିତ ଭାବରେ ସେ ଗ୍ରାମକୁ ଯାଇ ବିବାହ ଟିକୁ ବନ୍ଦ କରା ଯାଇଥିଲା ଓ ଗ୍ରାମ ର ଲୋକ ଓ ପୁଅର ପିତା ମାତା ଙ୍କୁ ବୁଝା ଯାଇଥିଲା ହେଲେ ଝିଅ ଘର ଲୋକ ଏହି ବାହାଘରରରେ ସାମିଲୀ ହୋଇନଥିଲେ ଆମେ ପିଲାକୁ ସେ ସ୍ଥାନରୁ ଉଦ୍ଧାର କରା ଯାଇ ଥିଲା ଓ ଝିଅଟିକୁ ନୟାଗଡ଼ ଚାଇଲଡ ଲାଇନ ଜ଼ିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରା ଯାଇ ସଖୀ କେନ୍ଦ୍ର ରେ ରଖା ଯାଇ ଥିଲା ।