ଭରତପୁର କୋଇଲା ଖଣିରେ ସୁରକ୍ଷା କୁ ନେଇ ଉଠିଲା ବଡ ପ୍ରଶ୍ନ

ଭରତପୁର ଖଣିରେ କାର୍ଯ୍ୟକରୁଥିବl BLA ନାମକ ଘରୋଇ କମ୍ପାନୀର ଗାଡ଼ି ଡମ୍ପିଂ କରୁଥିବା ସମୟରେ ଗୋଟିଏ ଗାଡ଼ି ଖଣି ତଳକୁ ପଡ଼ିଯାଇଥିଲା ଏବଂ ଅନ୍ୟ ଗାଡ଼ିଟି ଅଧାରେ ଅଟକିଯାଇଥିଲା l ଗାଡିର ଚାଳକଟି ଗାଡିରୁ ଡେଇଁ ପଡ଼ିଥିଲା l ଏଠି ପ୍ରଶ୍ନ ଉଠିଛି ଖଣିର ସେଫ୍ଟୀ ଅଫିସର୍ କରୁଛନ୍ତି କଣ ଆଉ ବିନା ସେପ୍ଟି ରେ କିଭଳି ଭାବରେ ଡ଼୍ରାଇଭର ମାନଙ୍କୁ ବିପଦ ମୁହଁକୁ ପକାଉଛନ୍ତି ।