ଆସିକା ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ଏକ ଅଟୋ କୁ ଧକ୍କା ଦେଲା କାର

ଆସିକା ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ଅଟୋ ଟି ବାମ ପାଶ୍ୱର୍ରେ ଛିଡ଼ା ହୋଇଥିଲା ସାମ୍ନା ରୁ କାର ଟି ଆସି ଧକ୍କା ଦେଲା। ଘଟଣା ସ୍ଥଳରେ ଅଟୋ ଡ୍ରାଇଭରର ହାତ ଭାଙ୍ଗି ଗଲା ଓ ବସି ଥିବା ଯାତ୍ରୀ ୩ଜଣଙ୍କ ମଧ୍ୟରୁ ଜଣକୁ ଗୋଡ଼ ହାତ ରେ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହେଉଥିଲା। ସ୍ଥାନୀୟ ଅଟୋ ଡ୍ରାଇଭର ମାନେ ତୁରନ୍ତ ଅନ୍ୟ ଏକ ଅଟୋ ରେ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ନେଇଯାଇଥିଲେ।ଅଟୋ ନମ୍ବର:OD07AD 8415 କୁ ତାର ସାମ୍ନା ରୁ କାର ନମ୍ବର OR07Z 8485 ଯୋର୍ ରେ ଧକ୍କା ଦେଲା

Leave a Reply

Your email address will not be published. Required fields are marked *