ରେଙ୍ଗା ଆଶ୍ରମ ବିଦ୍ୟାଳୟ ରେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ତା -13.9.23 ରିଖ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ର ରେଙ୍ଗା ଆଶ୍ରମ ବିଦ୍ୟାଳୟ ରେ ଅଭିଭାବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ଦାସ, ଶର୍ମାନୀତ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ତାଣ୍ଡି, ସେମିଲିଗୁଡା ବ୍ଲକ ମଙ୍ଗଳ ସାମ୍ପ୍ର ସାରଣ ଅଧିକାରୀ ଶ୍ରୀ ହର ପ୍ରସାଦ ଦାସ, ଗ୍ରାମ କୃଷି କର୍ମଚାରୀ ଶ୍ରୀମତୀ ପୁଷ୍ପାଜଳି ସୁଵିଦ୍ଧି, ମିଶନ ଶକ୍ତି ର ଧନଶ୍ୱର ଗୋଲାରୀ, ରେଙ୍ଗା ବଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଖିଳ ଦାସ ପ୍ରମୁଖ ଯୋଗ ଦେଇଥିଲେ | ରେଙ୍ଗା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଵିଦ୍ଵାନ ପଠନ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ 300 ରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ |
କୋରାପୁଟ, ରିପୋର୍ଟର ସୁବାଷ ଚନ୍ଦ୍ର ନାହାକ,