ଅବକାରୀ ଚଢାଉ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ବ୍ରହ୍ମଗିରୀ ଥାନା ଅଂଚଳର ରାଇବିଧାର ବଜାର ଉପରେ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଆଜି ସକାଳେ ରାଇବିଧାର ବଜ଼ାରରେ ଚଢ଼ାଉ କରି ଜଣେ ବ୍ୟକ୍ତି ଯାହାର ନାମ ଅଭିରାମ ଦାସ, ବୟସ-୩୬ ବର୍ଷ, ଘର-ରାଇବିଧାରଙ୍କୁ ଚଢ଼ାଉ କରି ତାଙ୍କ ଠାରୁ ୧୧୨ ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପୁଲସୁର ବାଇକ ଯାହାର Regd No- OD 13M 1701 ଜବତ କରି ଗିରଫ କରି ସାତପଡ଼ା ଅବକାରୀ ଥାନା କେସ ନମ୍ବର 64/2021-22 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି. ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ୧୧,୨୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, ASI ଲୋକନାଥ ପଣ୍ଡା, କଂସ୍ଟବଳେ ଶ୍ରୀ ସଞ୍ଜିପ ହସ୍ତୀ, ପ୍ରବୀଣ ବିରାଜ କିର।

Leave a Reply

Your email address will not be published. Required fields are marked *