ଜାତୀୟ ଟାଏକୋଣ୍ଡୋ ରେପୁରୀ ଖେଳାଳିଙ୍କ ସଫଳତା

ଜାତୀୟ ଟାଏକୋଣ୍ଡୋରେପୁରୀ ଖେଳାଳିଙ୍କ ସଫଳତା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ଦ୍ୱାରା ଟାଏକୋଣ୍ଡୋ (Taekwondo) ଖେଳାଳି ଙ୍କୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏଥିରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ଉପସ୍ଥିତ ଥିଲେ। ରାଞ୍ଚିସ୍ଥିତ ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡ଼ିୟମରେ ସେପ୍ଟେମ୍ବର ମାସ 2ତାରିଖରୁ 4ତାରିଖ ପର୍ଯନ୍ତ 2ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଓ 14ତମ ଓପନ ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଚାମ୍ପିୟନସିପ ଦୁଇଟି ଇଭେଣ୍ଟ ଯଥା କିରୋଗୀ(Kyorugi)ଓ ପୁମସି(Poomsae) ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲାପୁରୀ ଟାଏକୋଣ୍ଡୋ ସଙ୍ଘ ତରଫରୁ (ବାଳିକା -7 ଓ ବାଳକ -8) ଦୁଇଟି ଇଭେଣ୍ଟରେ 15ଜଣ ଖେଳାଳି ପ୍ରତିଯୋଗିତାରେ ଭାଗ ନେଇଥିଲେ.ପୁରୀ ପ୍ରତିଯୋଗୀ କିରୋଗୀରେ1ଟି ରୌପ୍ୟ ପଦକ ଓ 5ଟି ଟି ପଦକ ଜିତିଥିଲେ ।ରୌପ୍ୟ ବିଜେତାAdyasa Samantaray,କଂସ୍ୟ ପଦକ1.Jatabeda Tripathy(ଜାତବେଦ ତ୍ରିପାଠୀ )2. Aradhya Kar3. Subhashree Subhasmita Tripathy4. Arpita Priyadashani Pradhan5. Priyanka Badajenaଓଡିଶା ଟିମ ଦ୍ୱିତୀୟ ଉପ-ବିଜେତା ଟ୍ରଫି ଜିତିଥିଲେ.ପୁରୀ ଟିମ କୋଚ ମିଥୁନ କୁମାର ସାହୁ ଟିମ ସହ ଖେଳାଳିଙ୍କୁ ଶିକ୍ଷା ଦେଇଥିଲେ.ପୁରୀରୁ 2ଜଣ ଜାତୀୟ ରେଫେରୀ ପାୟଲ ବଡ଼ଜେନା ଓ ଆରିଆନ ନାୟକ ଏହି ଜାତୀୟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ.