ନୂତନ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲଙ୍କ ଯୋଗଦାନ

ପୁରୀ ୨୮/୪ – ପୁରୀର ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଭାବେ ଡ଼ଃ ଶରତ ଚନ୍ଦ୍ର ମହାପାତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ ଥିବା ଦିଲ୍ଲୀପ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି।ଡଃ ମହାପାତ୍ର ପୂର୍ବରୁ ଅବକାରୀ ବିଭାଗର ଯୁଗ୍ମ କମିଶନର ଭାବେ କାର୍ଯ୍ୟରତ ଥିଲେ।ସେହିପରି ଦିଲ୍ଲୀପ ମହାପାତ୍ରଙ୍କର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି।

Leave a Reply

Your email address will not be published. Required fields are marked *