ବାଲିଗୁଡା ନୁତନ ଏସଡିପିଓଙ୍କ ଯୋଗଦାନ

ବାଲିଗୁଡା ନୁତନ ଏସଡିପିଓଙ୍କ ଯୋଗଦାନ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ନୁତନ ଏସଡିପିଓ ରୂପେ ୟଶ ପ୍ରତାପ ଶ୍ରୀମଲ ଦାୟିତ୍ବ ଗ୍ରହଣ କରିଛନ୍ତି।ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚ ଆଇପିଏସ ଅଧିକାରୀ।ପୂର୍ବରୁ ସେ କେସିଙ୍ଗା ଏସିଡିପିଓ ଭାବରେ ନିଯୁକ୍ତି ହୋଇଥିଲେ।ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡରେ ଆଇନ ଶୃଙ୍ଖଳା ,ମାଓ ସମସ୍ୟା ସମତେ ସାଧାରଣଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ସାମ୍ବାଦିକ ମାନଙ୍କ ସହିତ ସାକ୍ଷତ ଆଲୋଚନା ସମୟରେ ସୂଚନା ଦେଇଛନ୍ତି।ବାଲିଗୁଡାରେ ଏସିଡିପିଓ ଭାବରେ ଯୋଗଦାନ ପରେ କୋଟଗଡ ଥାନା ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *