ଦୁଇ ଦିନିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ

ବ ଫୁଲବାଣୀ — ଦୁଇ ଦିନିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ । କନ୍ଧମାଳ ଜିଲା ର ୬ଟି ବ୍ଲକ ରେ ପାଖାପାଖି 28 ଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟ କର୍ମ ରହିଛି। ଏହି କ୍ରମରେ ଆଜି ସଚିବ ଭି.କେ.ପଣ୍ଡିଆନ। ଆଜି ଅପରାହ୍ନ 4 ଟାରେ ହ୍ରଲିକ୍ୟାପ୍ଟେର ରେ ଗୁଡାରୀ ଏଆରଷ୍ଟିପ ରେ ପହଂଚିବ ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ପୁଷ୍ପ ଗୁଛଦେଇ ସ୍ୱାଗତ କରିଥିଲେ। ସେଠାରୁ 5 ଟି ସଚିବ ବଲସ୍କୁମ୍ପା ମନ୍ଦିର ପରିଦର୍ଶନ କରି ମନ୍ଦିର ଉରଣଟି କରଣ ବିଷୟରେ ଆଲୋଚନା କରିବା ସହ ଏକ ସାଧାରଣ ଜନ ଶୁଣାଣି ରେ ଯୋଗ ଦେଇ ଲୋକଙ୍କ ସମସ୍ୟା ଶୁଣିଥିଲେ। ଏହା ପରେ ପିଲାସାଲୁଙ୍କି ଡ୍ୟାମ ଯାଇ ସେଠାରେ ଡ୍ୟାମ ର ଉର୍ଣ୍ଣତି କରଣ ତଥା ପର୍ଯ୍ୟଟକ ମାନଙ୍କ ପାଇଁ ବିଭୀନ୍ୟ ସୁବିଧା ପାଇ ଆଲୋଚନା କରିଥିଲେ। ଏହା ପରେ ଫୁଲବାଣୀ ସ୍ପୋର୍ଟସ କମ୍ପ୍ଲେକ୍ସ ଯାଇ ସ୍ଥିତି ପରଖିବା ସହିତ ଉର୍ଣ୍ଣାଟି କାରଣ ଉପରେ ଆଲୋଚନା କରିଥିଲେ। ପରେ ଫୁଲବାଣି ଚୋରନେସନ ପଡିଆ ଠାରେ ମିଶନ ଶକ୍ତି,ଏମ୍ବିକେ,ବ୍ୟାଙ୍କ ମିତ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଫୁଲବାଣୀ ଷ୍ଟାଡିଅମ ଯାଇ ଜିଲାର 100 ଉର୍ଦ୍ଧ ସଂଘଠନ ସଦସ୍ୟମାନଙ୍କ ସହିତ ଜକଲର ବିଭୀନ୍ୟ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦ୍ୱିପାତ୍ର ଗ୍ରହଣ କରିଥିଲେ। ଏହା ସହିତ ସାଧାରଣ ଲୋଜଙ୍କ ସମସ୍ୟା ମଦ୍ୟ ଶୁଣିଥିଲେ। ଏହା ସହିତ ପୋଲିସ ପଡିଆ ଠାରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ବିଭୀନ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହିତ ସେ ଛାତ୍ର ଛାତ୍ରୀ ମାନଙ୍କୁ ଉଛାଇତ କରିଥିଲେ।ଫୁଲବାଣୀ — ଦୁଇ ଦିନିଆ କନ୍ଧମାଳ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନ । କନ୍ଧମାଳ ଜିଲା ର ୬ଟି ବ୍ଲକ ରେ ପାଖାପାଖି 28 ଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟ କର୍ମ ରହିଛି। ଏହି କ୍ରମରେ ଆଜି ସଚିବ ଭି.କେ.ପଣ୍ଡିଆନ। ଆଜି ଅପରାହ୍ନ 4 ଟାରେ ହ୍ରଲିକ୍ୟାପ୍ଟେର ରେ ଗୁଡାରୀ ଏଆରଷ୍ଟିପ ରେ ପହଂଚିବ ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ପୁଷ୍ପ ଗୁଛଦେଇ ସ୍ୱାଗତ କରିଥିଲେ। ସେଠାରୁ 5 ଟି ସଚିବ ବଲସ୍କୁମ୍ପା ମନ୍ଦିର ପରିଦର୍ଶନ କରି ମନ୍ଦିର ଉରଣଟି କରଣ ବିଷୟରେ ଆଲୋଚନା କରିବା ସହ ଏକ ସାଧାରଣ ଜନ ଶୁଣାଣି ରେ ଯୋଗ ଦେଇ ଲୋକଙ୍କ ସମସ୍ୟା ଶୁଣିଥିଲେ। ଏହା ପରେ ପିଲାସାଲୁଙ୍କି ଡ୍ୟାମ ଯାଇ ସେଠାରେ ଡ୍ୟାମ ର ଉର୍ଣ୍ଣତି କରଣ ତଥା ପର୍ଯ୍ୟଟକ ମାନଙ୍କ ପାଇଁ ବିଭୀନ୍ୟ ସୁବିଧା ପାଇ ଆଲୋଚନା କରିଥିଲେ। ଏହା ପରେ ଫୁଲବାଣୀ ସ୍ପୋର୍ଟସ କମ୍ପ୍ଲେକ୍ସ ଯାଇ ସ୍ଥିତି ପରଖିବା ସହିତ ଉର୍ଣ୍ଣାଟି କାରଣ ଉପରେ ଆଲୋଚନା କରିଥିଲେ। ପରେ ଫୁଲବାଣି ଚୋରନେସନ ପଡିଆ ଠାରେ ମିଶନ ଶକ୍ତି,ଏମ୍ବିକେ,ବ୍ୟାଙ୍କ ମିତ୍ର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଫୁଲବାଣୀ ଷ୍ଟାଡିଅମ ଯାଇ ଜିଲାର 100 ଉର୍ଦ୍ଧ ସଂଘଠନ ସଦସ୍ୟମାନଙ୍କ ସହିତ ଜକଲର ବିଭୀନ୍ୟ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦ୍ୱିପାତ୍ର ଗ୍ରହଣ କରିଥିଲେ। ଏହା ସହିତ ସାଧାରଣ ଲୋଜଙ୍କ ସମସ୍ୟା ମଦ୍ୟ ଶୁଣିଥିଲେ। ଏହା ସହିତ ପୋଲିସ ପଡିଆ ଠାରେ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ବିଭୀନ୍ୟ ସମସ୍ୟା ଉପରେ ଆଲୋଚନା କରିବା ସହିତ ସେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ- ବୈଦ୍ୟନାଥ ବେହେରା

Leave a Reply

Your email address will not be published. Required fields are marked *