ADITYA SWEETS & RESTAURANT

*ବ୍ୟାସନଗର ସ୍ଥିତ ଚୋରଦା ବାଇପାସ ନିକଟରେ ଆଦିତ୍ୟ ସୁଇଟ୍ସ ଆଣ୍ଡ ରେଷ୍ଟରୁlଣ୍ଟ ଉଦଘାଟିତ l ଆଜି ଆଦିତ୍ୟ ସୁଇଟ୍ସ ର ପ୍ରୋପାଇଟର ଦାମୋଦର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ସମାଜସେବୀ ସୁରେନ୍ଦ୍ର କୁମାର ମିଶ୍ର ଅତିଥିଭାବେ ଯୋଗଦେଇ ଏହି ରେଷ୍ଟରୁlଣ୍ଟକୁ ଉଦଘାଟନ କରିଥିଲେ l ତେବେ ସହରର ବିକାଶଜୁ ଦୃଷ୍ଟିରେ ରଖି ଭଳିକି ଭଳି ସ୍ୱାଦିଷ୍ଟ ମିଠା ଓ ବିଭିନ୍ନ ପ୍ରକାର ର ସାଉଥ ଇଣ୍ଡିଆନ ଜଳଖିଆ ଏହି ରେଷ୍ଟରୁlଣ୍ଟରେ ମିଳିବ ବୋଲି ରେଷ୍ଟରୁlଣ୍ଟ ପ୍ରୋପାଇଟର ଶ୍ରୀ ନନ୍ଦ କହିଛନ୍ତି l ତେବେ ମାର୍କେଟ କୁ ଦୃଷ୍ଟିରେ କିଭଳି ଗ୍ରାହକଙ୍କୁ ସନ୍ତୁଷ୍ଟ କରିହେବ ସେଭଳି ସମସ୍ତ ପ୍ରକାର ମିଠା ଓ ଜଳଖିଆ ଏଠାରେ ମିଳିବ ବୋଲି ସୂଚନା ମିଳିଛି

ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *