ବୃଦ୍ଧା ନିରୁଦ୍ଧିଷ୍ଠ ରଞ୍ଜନ କୁମାର ରାଉତ

ଆସିକା: ୨୩/୬ ଆସିକା ଥାନା ଅନ୍ତର୍ଗତ ଗୁଣ୍ଟପଡା ଗ୍ରାମ ର ଧୋବା ଜେନା ବୟସ ପ୍ରାୟ ୬୦ ହେବ ।୨୧/୬ ସକାଳ ୫:୩୦ବେଳେ ସାଇକଲ ଧରି ସବୁଦିନ ପରି ସେହି ଦିନ ସକାଳୁ କେଉଁ ଆଡେ ଯାଇଛନ୍ତି ଏପର୍ଯ୍ୟନ୍ତ ଫେରି ନାହାନ୍ତି । ଆସିକା ଥାନାରେ ଏତଲା ଦେଇଛନ୍ତି ।ଏମ ଏମ ଆର ନ ୨୯/୨୩ ରେ ରୁଜୁ କରି ତଦନ୍ତ ଚଳାଇଛିନ୍ତି।ଯଦି କୌଣସି ବ୍ୟକ୍ତି ଙ୍କୁ ଖବର ମିଳେ ତୁରନ୍ତ ଆସିକା ଥାନା କୁ ଜଣାଇବାକୁ ଅନୁରୋଧ।ମୋ ନ ୭୯୭୮୨୧୨୨୨୬