ଅମଲା ମଞ୍ଚ ର ଆହ୍ଵାନ କ୍ରମେ କଳାବ୍ୟାଚ ପରିଧାନ

ଆସିକା:-ଗଞାମ ଜିଲ୍ଲା ସ୍ତରୀୟ ଅମଲା ମଞ୍ଚ ର‌‌‌ ଆହ୍ଵାନ କ୍ରମେ ଧରାକୋଟ ବ୍ଳକ ଶିକ୍ଷା ବିଭାଗର ଘୋଡ଼ା ଦେଇ ଉଚ୍ଚବିଦ୍ୟାଳୟ ସମତେ ସମସ୍ତ ଉଚ୍ଚବିଦ୍ୟାଳୟ କନିଷ୍ଠ ସହାୟକ ମାନେ ସ୍ନାତକ ଓ କମ୍ପ୍ୟୁଟର ଶିକ୍ଷାଗତ ଯୋଗ୍ୟତା ଭିତ୍ତିକରି ଗ୍ରେଡ଼ ପେ ୪୨୦୦/ବୃଦ୍ଧି ପାଇଁ ଗତ ୨୨/୫/ତାରିଖ ଠାରୁ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି।ଯଦି ସରକାର ୩୦/୫ ସୁଧା କନିଷ୍ଠ ଅମଳା ସଂଘ ର ଅନୁରୋଧ କୁ ଗ୍ରହଣ ନ କରନ୍ତି ତେବେ ୧/୬ ରୁ କନିଷ୍ଠ ଅମଲା ମାନେ ସାମୁହିକ ଛୁଟି ନେବେ।

Leave a Reply

Your email address will not be published. Required fields are marked *