ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ବାଷିର୍କ ଉତ୍ସବ ପାଳିତ ହୋଇ ଯାଇଛି

ଭଦ୍ରକ ବ୍ଲକ ଅନ୍ତର୍ଗତ ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟ ରେ ଦୁଇ ଦିନ ହେବ ବାଷିର୍କ ଉତ୍ସବ କ୍ରୀଡା ପାଳିତ ହୋଇ ଯାଇଛି ଏଥିରେ ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟ ର ୧୨୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ ଏଥିରେ ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଭାପତି ଆସନ ଗ୍ରହଣ କରିଥିଲେ, ଏଥିରେ କ୍ରୀଡା ଶିକ୍ଷକ ଅଶୋକ କୁମାର ବିଶ୍ବାଳ କ୍ରୀଡା ଉତ୍ସବ କୁ ପରିଚାଳିତ କରିଥିଲେ ପଲ୍ଲୀ ଶ୍ରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ ଏଥିରେ ମୁଖ୍ଯ ବକ୍ତା ଭାବେ ଶ୍ରୀ ଯୁକ୍ତ ମହେଶ ଚନ୍ଦ୍ର ନାୟକ ମୁଖ୍ଯ ଅତିଥି ଭାବେ କୋଡ ବରୁଆଁ ପଞ୍ଚାୟତ ର ସରପଞ୍ଚ ମୋହଦୟା ଶ୍ରୀ ମତୀ ସୁଷମା ମହାନ୍ତି ଯୋଗ ଦେଇ ଥିଲେ ପରିଚାଳନା କମିଟିର ସଦସ୍ଯ ଶ୍ରୀ ଭୋଳାନାଥ କର ,କାର୍ତ୍ତିକ ଚନ୍ଦ୍ର ଖଟୁଆ ଯୋଗ ଦେଇଥିଲେ ଏବଂ ଶିକ୍ଷକ ବିଭୂତି ଭୁଷଣ ଦାସ, ଅଶୋକ କୁମାର ଦାସ, ଓ ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର, ଓ ଶିକ୍ଷା କର୍ମଚାରୀ ଅନନ୍ତ ପାଣି ଓ ଉଜ୍ଜ୍ବଳା ମହାରଣା, ଯୋଗ ଦେଇଥିଲେ ଶ୍ରୀ ମତି ପ୍ରମୋଦା ପାତ୍ର, ସଭାପତିତ୍ବ କରିଥିଲେ ,ଶେଷ ରେ ଧନ୍ୟବାଦ ପ୍ରଦାନ କରିଥିଲେ ବିପିନ ବିହାରୀ ଦାସ,

Leave a Reply

Your email address will not be published. Required fields are marked *