ଢେଙ୍କାନାଳ ଜିଲ୍ଲା ଉପଖଣ୍ଡ ସାମ୍ବାଦିକ ସଂଘ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଆଜି ବାର୍ଷିକ ସାଧାରଣ ବୈଠକ ମାଳପୁରା ରାମମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି |ଏହି ବୈଠକ ରେ ଉପଖଣ୍ଡ ଅଧୀନରେ ଥିବା ଚାରୋଟି ବ୍ଲକ ରୁ ପଚାଶ ରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିବା ବେଳେ,ମାଲପୁରା ଗ୍ରାମ ର ବରିଷ୍ଠ ନାଗରିକ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ରାଉତ ବୃକ୍ଷ ରୋପଣ କରି ବୈଠକ ର ଶୁଭାରମ୍ଭ କରିଥିଲେ |ତେବେ ଏହି ବୈଠକ ରେ ସଙ୍ଘ ର କିଛି ନୂତନ ସଦସ୍ୟ ଯୋଡି ହୋଇଥିବା ବେଳେ, ସର୍ବ ସମ୍ମତି କ୍ରମେ ସଙ୍ଘ ର ନୂତନ ପରିଚାଳନା ସଦସ୍ୟ ଚୟନ କରାଯାଇଥିଲା |ତେବେ ସଙ୍ଘ କିପରି ଆଗକୁ ବଢିବ ସେ ନେଇ ବୈଠକ ରେ ବିସ୍ତୃତ ଆଲୋଚନା ହୋଇଥିଲା |

Leave a Reply

Your email address will not be published. Required fields are marked *