ସୀମାନ୍ତରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ

ମାଲକାନଗିରି,୨୩ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେଓ୍ବାଡା ଜିଲାରେ ପୁଣି ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗୋଟିଏ ଟ୍ରକ୍‌ ଏବଂ ପ୍ରୋକୋଲିନ୍‌କୁ ଜାଳି ଦେଇଛନ୍ତି ମାଓବାଦୀ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ। କିଛଦିନ ତଳେ ଶତାଧିକ ମାଓବାଦୀ ମେଳି ହୋଇ ବିରାଟ ଶୋଭାଯାତ୍ରା ସୁକମା ଜଙ୍ଗଲ ବିରୋଧ ପ୍ରଦର୍ଶନ କରିଥଲେ।

Leave a Reply

Your email address will not be published. Required fields are marked *