କଳାକାର ମରେ ନାହିଁ

ମାଲକାନଗିରି ୧୩/୧୦,ବିଂଶ ଶତାବ୍ଦୀର ପଚାଶ ଦଶକରେ ହିନ୍ଦୀଚଳଚ୍ଚିତ୍ର ଜଗତରେ ବେଶ୍ ସୁନାମ ଅର୍ଜନ କରିଥିବା ସଙ୍ଗୀତ ଶିଳ୍ପୀ, କିଶୋର କୁମାର ଙ୍କ ପବିତ୍ର ସ୍ମୃତି ଉଦଦେଶ୍ୟରେମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେସର୍ଗମ୍ ଅର୍କେଷ୍ଟ୍ରା ଆନୁକୂଲ୍ୟରେ ଏକମନ ମଗ୍ଧକର ସଙ୍ଗୀତ ସଂଧ୍ୟା ଡୀ ଏନ୍ କେ ପଡିଆ ଠାରେ ଆୟୋଜିତ ହେଇ ଥିଲା, ଯେଉଁ ଥିରେ ବହୁ ସ୍ଥାନୀୟ କଳାକାର ତାଙ୍କର ସୁପର ହିଟ ସଙ୍ଗୀତଗୁଡ଼ିକୁ ଅତି ଚିତ୍ତା କର୍ଷକ ଶୈଳୀରେ ପରିବେଷଣ କରି ସଙ୍ଗୀତ ପ୍ରେମୀ ମାନଙ୍କମନ ମୁଗ୍ଧ କରି ଦେଈ ଥିଲେ।ପରାଧୀନ ଭାରତରେ,1929 ରେ ଏକ ବେଙ୍ଗଲୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ମହାନ କଳାକାର ସଙ୍ଗୀତରେ କୌଣସି ପ୍ରାଥମିକ ପ୍ରଶିକ୍ଷଣ ନଥାଇ ମଧ୍ୟ,ପ୍ରାୟ ଚାରି ଦଶନ୍ଧି ଧରି ହିନ୍ଦୀ ଚଳଚ୍ଚିତ୍ର ଜଗତରେ ରେ ଜଣେ ସୁନାମଧନ୍ୟ ତଥା ପ୍ରତିଷ୍ଠିତ ପ୍ରଚ୍ଛଦପଟ ଗାୟକ, ହାସ୍ୟ ଅଭିନେତା , ସଂଗୀତ ଲେଖକ , ନିର୍ଦେଶକ ଆଦି ଭାବରେ ନିଜର ଅମ୍ଳାନ ପ୍ରତିଭା ବଳରେ 1970ଠାରୁ1986 ମଧ୍ୟରେ ଚଳଚ୍ଚିତ୍ରଆରାଧନା, ଚଲ୍ଟି କ। ନାମ ଗାଡ଼ି, ଦୂର୍ ଗଗନ କେ ଛାଏଁ , ଜୁୟେଲ ଥିଫ୍, ମୁସଫିର, ଝୁମରୁ ଆଦି ର ସଫଳତା ଲାଗି ପ୍ରାୟ ଆଠ ଥରରୁଅଧିକ ଫିଲ୍ମ ଫେୟାର ପୁରସ୍କାର ପାଇଆଜିବି ଅପଶୋର। ଓ ଆମର ଅଛନ୍ତି।ତାଙ୍କର ସାଧନା ଓ ଜୀବନ ଶୈଳୀ ଆଜିର ତଥା ଆଗାମୀ ଦିନର କଳାକାରମାନଙ୍କୁ ପ୍ରେରଣା ଦେବାକୁ ସମର୍ଥ,ଏଥିରେ ଆଦୌ ସନ୍ଦେହ ନାହିଁ।