ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ପାଳନ କରୁଛି ଅମୃତ ମହୋତ୍ସବ, ତେଣୁ ଭଦ୍ରକ ନଗର ର ସଦାବର୍ତ୍ତମଠ ଠାରେ ରେ 75ଟି ଦୀପଦାନ

ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ ଦେଶ ପାଳନ କରୁଛି ଅମୃତ ମହୋତ୍ସବ, ତେଣୁ ଭଦ୍ରକ ନଗର ର ସଦାବର୍ତ୍ତମଠ ରେ 75ଟି ଦୀପଦାନ କରା ଯାଇଥିଲା ଏଥିରେ ବହୁ କାର୍ଯ୍ୟକରତା ଉପସ୍ଥିତ ରହି ଦୀପ ଜଳାଇ, ଭଗବାନ ରାମ ଙ୍କୁ ପ୍ରାର୍ଥନା କରି ଥିଲେ ଭଦ୍ରକ ନଗର ସଂଯୋଜକ ନୀଳକଣ୍ଠ ସାହୁ,(ଭାଈ),ବୌଦ୍ଧିକ ଦେଇଥିଲେ ଭାଈ ଭଉଣୀ ମାନଙ୍କୁ 75ତମ ଅମୃତ ମହୋତ୍ସବ କଣ କାହିଁକି କରାଯାଉଛି,ଆଲୋଚନା କରିଥିଲେ ,ପୁନିଲ କୁମାର ସାମନ୍ତ, ଭାଈ ଭଉଣୀ ମାନଙ୍କୁ 13ତାରିଖ ରୁ ପ୍ରତେକ ଘରେ ପତକା ଲଗାଇବା ଏବଂ 15 ସକାଳ 5ଟା ସମୟ ରେ ଶଙ୍ଖନାଦ କରିବା ପାଇଁ ପରାମର୍ଶ ଦେଇଥିଲେ ,ଫକୀର ଖୁଣ୍ଟିଆ ଭାଈ ଦେଶ ପାଇଁ ବଳିଦାନ ଦେଇଥିବା ଆଲୋକପାତ କରିଥିଲେ ଶେଷ ରେ ସଦାବର୍ତ୍ତମଠ ର ସଭ୍ୟ ରତନଲାଲ ସାହୁ ପ୍ରମୁଖ ଭୁମିକା ତୁଲାଇ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ ।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର