ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ ଭଦ୍ରକ ଏନ,ସି,ହାଇସ୍କୁଲ ପାଳନ କରୁଛି ଅମୃତ ମହୋତ୍ସବ


10▪︎08▪︎22
ଭଦ୍ରକ ନଗର ର ଏନ,ସି,ହାଇସ୍କୁଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି ଏନ,ସି ହାଇସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଦୁଇ ଶହ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ,ଅମୃତ ମହୋତ୍ସବ ର ଭଦ୍ରକ ନଗର ସଂଯୋଜକ ପୁନିଲ କୁମାର ସାମନ୍ତ, ମୁଖ୍ଯ ଅତିଥିବୃନ୍ଦ ମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ ,ମୁଖ୍ଯ ଅତିଥିବୃନ୍ଦ ନରହରି ମିଶ୍ର ବୌଦ୍ଧିକ ପିଲା ମାନଙ୍କୁ କହିଥିଲେ ସହିଦ ମାନଙ୍କ ପୁଙ୍ଖାନୁପୁଙ୍ଖ ଭାବରେ ପିଲା ମାନଙ୍କୁ ବୁଝାଇଥିଲେ ,ପ୍ରାନ୍ତ ସଂଯୋଜକ ପାର୍ଥସାରଥୀ ଦାସ,ପିଲାମାନଙ୍କୁ ଜାତୀୟ ଗାନ ସହିତ ଜାତୀୟ ପତକାର ସମ୍ମାନ ଏବଂ ଦେଶର ଟେକ କିପରି ରହିବ ଆଲୋକପାତ କରିଥିଲେ ଶେଷ ରେ ନଗର ସଂଯୋଜକ ନୀଳକଣ୍ଠ ସାହୁ ,ପ୍ରଶାନ୍ତ ସାହୁ ଆଶିଷ ବାରିକ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ, ଭଦ୍ରକ, ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *