ଭଦ୍ରକ ଜିଲ୍ଲାରେ ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଏକ ମହାସଂଘ ଗଠିତ କରାଯାଇଛି ଯାହାର ନାମ “ଭଦ୍ରାଣୀ”

ଭଦ୍ରକ ରେ ନୂତନ ଭାବରେ ଗଠନ କରାଯାଇଥିବା “ଭଦ୍ରାଣୀ” ମହାସଂଘ ବ୍ଲକ ଅଫିସ ପ୍ରାଙ୍ଗଣ ରେ ସମସ୍ତ ସରପଞ୍ଚ ଙ୍କୁ ନେଇ ଗଠନ କରାଯାଇଛି “ଭଦ୍ରାଣି ‘ପୂର୍ବତନ ସରପଞ୍ଚ ବିଶୁଭାଈ ଙ୍କ ଉପସ୍ଥିତ ରେ ଗଠନ କରାଯାଇଥିଲା ମୁଖ୍ଯ ଅତିଥି ଭାବରେ ବ୍ଲକ ଚେୟାରମ୍ୟାନ ଇଲୁ ମହାନ୍ତି ଙ୍କ ସଭାପତିତ୍ବ ରେ ଭଦ୍ରାଣି ର ସଭାପତି ଶ୍ରୀଯୁକ୍ତ ଅକ୍ଷୟ ମହାନ୍ତି ,ସଂପାଦକ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ରାଉତ, ଉପସଭାପତି ଶ୍ରୀ ମତି ତିଳୋତ୍ତମା ମହାପାତ୍ର, ସହ ସଂପାଦକ ଶ୍ରୀମତୀ ଜୋନାଲି ଚାନ୍ଦ, କୋଷାଧ୍ୟକ୍ଷ ଶ୍ରୀମତୀ ସୁଚିସ୍ମିତା ସାହୁ, ଉପଦେଷ୍ଟା ମହମ୍ମଦ ଫରହଟ ଆଲମ, ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ପଣ୍ଡା ,ଶ୍ରୀଯୁକ୍ତ ଜଳଧର ଶୁକ୍ଳ, ଶ୍ରୀଯୁକ୍ତ କ୍ଷୀରୋଦ କୁମାର ଦାସ, ଶ୍ରୀମତୀ ପଦ୍ମା ବତୀ ପୃଷ୍ଠି, ଶ୍ରୀଯୁକ୍ତ ମନୋଲିସା ପଣ୍ଡା ,ଶ୍ରୀମତୀ ସୁଚିସ୍ମିତା ଜେନା, ଶ୍ରୀମତୀ ଭାଗ୍ଯବତି ମହାକୁଡ, ସଦସ୍ଯ ଅଂଶ ଗ୍ରହଣ କରିଥିଲେ ,୩୬ ଟି ସରପଞ୍ଚ ମାନଙ୍କ ର ୧୫ ଟି ଦାବୀ ଉପସ୍ଥାପନା କରିଥିଲେ ସରକାର ଙ୍କ ପାଖରେ ସରପଞ୍ଚ ଙ୍କ ଦାବୀ ରଖିବା ପାଇଁ ମହାସଂଘ” ଭଦ୍ରାଣି ” ଗଠନ କରାଯାଇଛି ,ଶେଷ ରେ ସଂଘ ର ସଭାପତି ଏବଂ ସମସ୍ତ ଦାୟିତ୍ବ ଗ୍ରହଣ କରିଥିବା ସରପଞ୍ଚ ଙ୍କୁ ଫୁଲ ହାର ଦେଇ ସ୍ବାଗତ କରିଥିଲେ