ବିକଶିତ ଭାରତ ସଂକଳ୍ପ ଯାତ୍ରା

“ବିକଶିତ ଭାରତ ସଂକଳ୍ପ ଯାତ୍ରା” ଡେଲାଙ୍ଗ ଘନିପୂର୍ ପଞ୍ଚାୟତ ପକ୍ଷରୁ ଭାରତ ସରକାର ଙ୍କ ଦ୍ଵାରା ଆୟୋଜିତ ସଂକଳ୍ପ ଯାତ୍ରା କାର୍ଯକ୍ରମ କରାଯାଇଥିଲା । ଏଥିରେ ବିଭିନ୍ନ ଉନ୍ନତି ମୂଳକ ଅଡିଓ ଓ ଭିଡିଓ ଦ୍ଵାରା ଜନସାଧାରଣଙ୍କୁ ପ୍ରଶିକ୍ଷଣ କରାଇବା ସହିତ ପ୍ରସ୍ୱାନ ଦେଇଥିଲେ । ସରପଞ୍ଚ ଶ୍ରୀମତୀ ପ୍ରତିମା ପାତ୍ର ଙ୍କ ସଭାପତିତ୍ବରେ କାର୍ଯ୍ୟର ମୂକ୍ଷ୍ୟ ଅତିଥି ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ, ଉପ ଅଧ୍ୟକ୍ଷୟ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ତହସିଲ, ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ସ୍ଵୟଂସହାୟକ କର୍ମୀ,ଅଙ୍ଗନୱାଡ଼ି କର୍ମୀ, କୃଷି ବିଭାଗ ଅଧିକାରୀ, ରାଜସ୍ବ। ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ସମୂହ ଯୋଗ ଦେଇ ସରକାରଙ୍କ ଜନହିତ କାର୍ଯକ୍ରମ ଅବମତି କରାଇଥିଲେ । ସାଂସ୍କୃତିକ କାର୍ଯକ୍ରମ,କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯକ୍ରମ କୁ ଅବସରପ୍ରାପ୍ତ ଶିକ୍ଷକ ରମେଶଚନ୍ଦ୍ର ସ୍ୱାଇଁ ପରିଚାଳନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।