କାକଟପୁର ପୋଲିସ କୁ ବଡ ସଫଳତା,

କାକଟପୁର ପୋଲିସ କୁ ବଡ ସଫଳତା, ୧ଲକ୍ଷ ୪୦ହଜାର ଟଙ୍କାର ବ୍ରାଉନ ସୁଗାର ସହ ଜଣକୁ ଗିରଫ।- ପୁରୀ ଜିଲ୍ଲା କାକଟପୁର ଥାନା ଅଧିକାରୀ ଙ୍କୁ ବଡ ସଫଳତା। ଗତକାଲି ବିଳମ୍ବିତ ରାତିରେ କାକଟପୁର ଥାନା ଅନ୍ତର୍ଗତ ମଲାମାଛ କେନାଲ ରାସ୍ତାରେ ବ୍ରାଉନୁ ସୁଗାର ବେବସାୟ କରୁଥିବା ଚନ୍ଦନ ସେନାପତି ନାମକ ଏକ ଯୁବକକୁ ୧୪ଗ୍ରାମ ବ୍ରାଉନ ସୁଗାର ସହ ଗିରଫ କରିଥିଲେ।

ଯାହାର ମୂଲ୍ୟ ୧ଲକ୍ଷ ୪୦ ହଜାର ଟଙ୍କା ହେବ ସୂଚନା ଦେଇଛନ୍ତି। କାକଟପୁର ଥାନା ଅଧିକାରୀ। ଚନ୍ଦନ କୁ ଆସନ୍ତା କାଲି ନିମାପଡା କୋର୍ଟ ପଠାଇବା ସହ କାକଟପୁର କୁ କିପରି ନିଷାମୃକ୍ତ କରାଯିବ ସେଥିପାଇଁ କରୁଛନ୍ତି ଚେଷ୍ଟା।

Leave a Reply

Your email address will not be published. Required fields are marked *