ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଗାନ୍ଧି ପଡିଆ ରେ ଅନୁଷ୍ଠିତ ହୋଇଯାଇଛି

ଭଦ୍ରକ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି, ଏଥିରେ ବିଜେଡିର ସମର୍ଥନ ରେ ନିର୍ବାଚିତ ସବୁ ଜନ ପ୍ରତିନିଧି ଯୋଗ ଦେଇଥିଲେ ବିଜେଡିର ପଯ୍ୟବେକ୍ଷକ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପରିଚାଳନା ରେ ଉକ୍ତ ବୈଠକ ହୋଇଥିଲା ଉକ୍ତ ବୈଠକ କୁ ନେଇ ବିଭିନ୍ନ ରାଜନୈତିକ ଦଳ ସହ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ନଜର ରଖିଥିଲେ ,ହଜାର ହଜାର ସଂଖ୍ୟାରେ ବିଜେଡି ପ୍ରେମୀ ଯୁବ କର୍ମୀ ଙ୍କୁ ନେଇ ବିଶାଳ ରାଲି ସହର ପରିକ୍ରମା କରିଥିଲା ପଯ୍ୟବେକ୍ଷକ ପ୍ରତାପ ଜେନା ଏବଂ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ପାଛୋଟି ଆଣିଥିଲେ ,ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ରାଜନୀତି ଏବେଠୁ ଅନୁଭବ ହେଉଛି ବିଜେଡି ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଶକ୍ତି ପ୍ରଦର୍ଶନ କରିଥିଲେ ୩୬ ଟି ପଂଚାୟତ ସମେତ ପୌରାଞ୍ଚଳ ର କର୍ମୀ ମାନେ ରାଲି ରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *