ବିଜେଡି ଜନସମ୍ପର୍କ ସଭା ଅନୁଷ୍ଠିତ

ରାଜ୍ୟ ଯୁବ ବିଜେଡି ଉପ ସଭାପତି ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୱ ରେ ବିରହରେକୃଷ୍ଣ ପୁର ପଞ୍ଚାୟତ ର ବିରଜାଈ ମନ୍ଦିର ନିକଟରେ ଜନସମ୍ପର୍କ ସଭା ଅନୁଷ୍ଠିତ ହୋଇ ଯାଇଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନ ସାଧରଣ ଙ୍କୁ ସଚେତନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପୁରୀ ର ପୂର୍ବତନ ନଗରପାଳ ଶ୍ରୀ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା କ୍ରୀଡା ସମ୍ପାଦକ ରବିଶଙ୍କର ପ୍ରତିହାରୀ, ବିଜେଡି ବରିଷ୍ଠ ନେତା ରବିନାରାୟଣ ସାମନ୍ତରାୟ, ଓଡିଶା ମୋ ପରିବାର ସହ ସଂଯୋଜକ ଭଗବାନ ପଢ଼ିଆରୀ, ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା, ଅରୁଣ ମିଶ୍ର ଏବଂ ଵୀରହରେକୃଷ୍ଣ ର ଆତିଥ୍ୟ ରୂପେ ସତ୍ୟନାରାୟଣ ବାରିକ, କୈଳାସ ଚନ୍ଦ୍ର ବାରିକ, ଭୀମସେନ ଜେନା, ଭଗବାନ ପ୍ରଧାନ (ଧାଉଡ଼ିଆ ), ଗୋପୀନାଥ ପୁର ପୂର୍ବତନ ସରପଞ୍ଚ ପ୍ରଭାକର ସାମର୍ଥା କାର୍ଯ୍ୟ ପରିଚାଳନା ରେ ସୂର୍ଯ୍ୟକାନ୍ତ ମହାପାତ୍ର, ପ୍ରଶାନ୍ତ କୁମାର ପାତ୍ର, ସୁଶାନ୍ତ ପ୍ରଧାନ, ରାଜ କିଶୋର ପ୍ରଧାନ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *