ବିଜେପିର ବୁଥସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟି ତରଫରୁ ସବୁ ଆଡେ ମୋବୁଥ୍ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଟଣୀ ବ୍ଲକ କୁସୁମାଟି ଛଣଘର ପଞ୍ଚାୟତରେ ଆରମ୍ଭ ହୋଇଛି ମୋବୁଥ୍ କାର୍ଯ୍ଯକ୍ରମ | ଉକ୍ତ କାର୍ଯ୍ୟକ୍ରମକୁ ଜାଆଁଳାର ପୂର୍ବତନ ସରପଞ୍ଚ ପ୍ରଦୋଷ ଜେନା ସଭାପତିତ୍ୱକରିଥିବା ବେଳେ ଭୁବନେଶ୍ୱର ସାଂସଦ ଅପରଜିତା ଷଢଙ୍ଗୀ ଓ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନା ,ସାଂସଦ ପ୍ରତିନିଧି ପଦ୍ମଚରଣ ପ୍ରଧାନ ଯୋଗଦାନ କରି ବୁଥ୍ କୁ ସକ୍ରିୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଏହି ଅବସରରେ ପୂରାତନ କର୍ମୀମାନଙ୍କୁ ଶ୍ରୀମତୀ ଷଡ଼ଙ୍ଗୀ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ବିଜୟ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *