ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ
ସତ୍ୟବାଦୀ ବ୍ଳକ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟୀ , 201ଖଣ୍ଡ ଭୋଟ ବ୍ୟବଧାନ ରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କୁ କଲେ ପରାସ୍ତ ।।ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ବର୍ଷାରାଣୀ ସେଠୀ।ପୂର୍ବରୁ ଏହି ଆସନ ବିଜେଡି ହାତରେ ଥିବାରୁ ପରାଜୟ ପରେ ସତ୍ୟବାଦୀ ବିଜେଡିକୁ ଲାଗିଛି ବଡ଼ ଝଟକା।ଏହି ଆସନ ପାଇଁ 2 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ ଏଥିରେ ପ୍ରତିମା ବେହେରା 2096 ଖଣ୍ଡ ଭୋଟ ପାଇଥିବା ବେଳେ ବର୍ଷାରାଣୀ ସେଠି 2217 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି l। ଏ ନେଇ ବିଧିବଦ୍ଧ ଭାବେ ସତ୍ୟବାଦୀ ବ୍ଲକ ବିଡ଼ିଓ ଲୋଚନ ଦାସ ସୂଚନା ଦେଇଛନ୍ତି।