ବଦଳିଲେ ରାଜ୍ୟ ବିଜେପି ସଭାପତି ।

ଭୁବନେଶ୍ୱର: ବଦଳିଲେ ରାଜ୍ୟ ବିଜେପି ସଭାପତି । ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି। ସମୀର ମହାନ୍ତିଙ୍କ ସ୍ଥାନ ନେଲେ ମନମୋହନ ସାମଲ । ମନମୋହନଙ୍କୁ ଏହି ପଦରେ ନିଯୁ୍କ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଏବେ ମନମୋହନଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢିବ । ମନମୋହନ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡି – ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ । ସମୀର ମହାନ୍ତିଙ୍କର ୩ ବର୍ଷିୟା ଟର୍ମ ଗତ ଜାନୁଆରୀ ୧୬ରେ ଶେଷ ହେବା ପରେ ମନମୋହନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।ଓଡ଼ିଶାରେ ଥିବା ୨୪ ବର୍ଷର ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ତାଙ୍କ ଦାୟିତ୍ୱ ବୋଲି ମନମୋହନ ସାମଲ କହିଛନ୍ତି ।