କାର ଏବଂ ଇଲେକ୍ଟ୍ରି ଅଟୋ ମୂହାମୂହିଁ ଧକ୍କା
ବସ୍ତା ବ୍ଲକ ଅନ୍ତର୍ଗତ ଗାନ୍ଧୀ ଛକ ବାଲିଆପାଳ ଲଙ୍ଗଳେଶ୍ବର ରାସ୍ତା ମୁକୁଳିସୀ ଛକ ଠରୁ 300 ମିଟର ଦୂରରେ କାର୍ OD01G6072 ଏବଂ ଇଲେକ୍ଟ୍ରି ଅଟୋ ମୂହାମୂହି ଧକ୍କା ହେବାଦ୍ବାରା କାର ର ଆଗ ଚକ ତଳେ ଚାପି ହୋଇ ଓଟ ଡ୍ରାଇଭର ମୃତ୍ୟୁ ଘଟିଥିଲା ଦୃଘଟଣା ସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଥିଲେ ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ଏବଂ ବସ୍ତା ପୋଲିସ୍ ପହଞ୍ଚି ଆମ୍ବୁଲାନ୍ସରେ ସଞ୍ଜୟ ଖଟୁଆ ଙ୍କୁ ବସ୍ତା ହସ୍ପିଟାଲ୍ ନେଇଯାଇଥିଲେ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ବସ୍ତା ରୁ ବିଷ୍ଣୁପଦ ପତି ଙ୍କ ରିପୋର୍ଟ