ରାଜ୍ୟ

ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ମାତୃବିୟୋଗ

ପୂର୍ବତନ ପ୍ରଶାସକ ତଥା ପୂର୍ବତନ ପୁରୀ ଜିଲ୍ଲାପାଳ ସ୍ୱର୍ଗତ ସଚ୍ଚିଦାନନ୍ଦ ରଥଙ୍କ ଧର୍ମପତ୍ନୀ ବିନୋଦିନୀ ରଥଙ୍କର ଶୁକ୍ରବାର ଦିନ ଭୁବନେଶ୍ୱର…

ରାଇକିଆ ଜନଜାତି ମହୋତ୍ସବରେ ମିଲେଟ୍ ଖାଦ୍ୟ ମେଳା

ଫୁଲବାଣୀ ରାଇକିଆ ମହୋତ୍ସବ ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ମିଲେଟ ମିଶନ୍ ରାଇକିଆ ସହଯୋଗରେ ଚାଲିଥିବା କ୍ଷୁଦ୍ରଦାନା ଶଶ୍ୟ…

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନ଼ିଗମର ପୁରୀର ପୁରୁଷୋତ୍ତମ ଭକ୍ତ ନ଼ିବାସରେ ଏକ ସ୍ୱତନ୍ତ୍ର ଶୁଦ୍ଧଶାକାହାରୀ ଭୋଜନାଳୟ ଉଦଘାଟ଼ିତ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନ଼ିଗମ (ଓଟ଼ିଡ଼ିସ଼ି) ପକ୍ଷରୁ ପୁରୀର ପୁରୁଷୋତ୍ତମ ଭକ୍ତ ନ଼ିବାସର ଏକ ସ୍ୱତନ୍ତ୍ର ଶୁଦ୍ଧ ଶାକାହାରୀ ଭୋଜନାଳୟର…

ମୁଖ୍ୟ ଶାସନସଚିବ ପ୍ରଦୀପ ଜେନାଙ୍କୁ ଲୋକସେବା ଭବନରେ ନବବର୍ଷର ଶୁଭେଚ୍ଛା

ମୁଖ୍ୟ ଶାସନସଚିବ ପ୍ରଦୀପ ଜେନାଙ୍କୁ ଆଜି ଲାେକସେବା ଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନସଚିବ, ପ୍ରମୁଖ…

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦ୍‍ଯାପନୀ ସମାରୋହରେ ଓଡ଼ିଶୀ ଅଭିନୟର ଯାଦୁକରୀ ମୁର୍ଚ୍ଛନା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର…