ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି) ଓଡ଼ିଶା ମିଲେଟ୍ସ ପ୍ରତିଯୋଗିତା

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଶିଶୁ ମହୋଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ମହୋଉତ୍ସବ ରେ ତୁମୁଡ଼ିବନ୍ଧ ବ୍ଲକ ର ପ୍ରତ୍ୟକ ସ୍କୁଲ ଶିକ୍ଷକ, ଶିକ୍ଷତ୍ରୀ ଏବଂ ଛାତ୍ର ଛାତ୍ରୀ 400ରୁ ଉର୍ଦ୍ଧ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଉଭୟେ ବରିଷ୍ଟ ଏବଂ କନିଷ୍ଟ ବିଭାଗ ସହିତ ମୋଟ ପାଞ୍ଚଟି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା। ତଥା ଚିତ୍ରା ଅଙ୍କନ, ସାଧାରଣ ଜ୍ଞାନ ବକୃତା ନୃତ୍ୟ ଓ ସଙ୍ଗୀତ ପ୍ରଭେଷଣ ହୋଇ ଥିଲା । ଏଥିରେ ମୁଖ୍ୟ ଅଥିତି ଭାବେ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ଚରଣ ସୋରେନ୍ନ ,ତୁମୁଡ଼ିବନ୍ଧ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ଗଡ ତୀଆ,ଏବଂ ପ୍ରାଥମିକ ଶିକ୍ଷକ ସଙ୍ଘ ର ଜିଲ୍ଲା ସଭାପତି ଶ୍ରୀ କୁମର ପରା ସେଟ, ଶ୍ରୀ ଦାରା ସିଂ ବାରିକ, ତୁମୁଡ଼ିବନ୍ଧ ବ୍ଲକ ଅଧକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସହ କରିଥିଲେ l

ବାଲିଗୁଡ଼ାରୁ ଭବାନି ଶଙ୍କର ଜେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *