ଚିଲିକା ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ

ଚିଲିକା: ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସେବା ସଙ୍ଘ ଚିଲିକା ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ ସହିତ ଚୟନ ପକ୍ରିୟା ଶେଷ ହୋଇଛି l ଏଥିରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀରେ ନୃସିଂହ ପ୍ରସାଦ ମିଶ୍ର, ସାଗର ମହାପାତ୍ର ଓ ଆରତ ତ୍ରାଣ ଜାଲି ରହିଥିବା ବେଳେ ଏଥିରେ ନୂତନ ଭାବେ ଚୟନ ହୋଇଥିବା ସଭାପତି ରୂପେ ପ୍ରକାଶ ପ୍ରଧାନ,ସମ୍ପାଦକ ରୂପେ ଅନନ୍ତ ଚରଣ ବାରିକି, ଉପ ସଭାପତି ରୂପେ ସଂଗ୍ରାମ କେଶରୀ ପାଇକରାୟ, ଶଙ୍କର ବସ୍ତି, ମନୋଜ କୁମାର ନାଇଡ଼ୁ, ସହସମ୍ପl ଦକ ଶରତ ଚନ୍ଦ୍ର ବରାଳ ସୂଧାଂଶୁ ପରିଡା, ମନୋଜ ପଣ୍ଡା, ସନ୍ତୋଷ ଚୌଧୁରୀ, ଯୁଗ୍ମ ସମ୍ପାଦକ ରୂପେ ସନ୍ତୋଷ କୁମାର ମହାନ୍ତି, ବିରେନ କୁମାର ସାହୁ, ବିଷ୍ଣୁ ଖୁଣ୍ଟିଆ, କୋଷାଧକ୍ଷ ସୁଶୀଲ ପ୍ରଧାନ, ଆବାହକ /ସଂଗଠନ ସମ୍ପାଦକ ଅଶୋକ କୁମାର ନାୟକ, ସୁନୀଲ କୁମାର ପଣ୍ଡା, ସଂସ୍କୃତିକ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଜାଲି, ରାକେଶ ସାହୁ, ଆଇନ ଉପଦେଷ୍ଟା ଗୋପୀନାଥ ମହାରଣା, ରାମ ଚନ୍ଦ୍ର ପଲେଇ, ଅଶୋକ କୁମାର ପାଇକରାୟ, ବୈକୁଣ୍ଠ ନାଥ ପ୍ରଧାନ, ବରିଷ୍ଠ ଉପଦେଷ୍ଟା ନୃସିଂହ ପ୍ରସାଦ ମିଶ୍ର, ସାଗର ମହାପାତ୍ର, ଆରତ ତ୍ରାଣ ଜାଲି, ନିଯୁକ୍ତ ହୋଇଛନ୍ତି l ଆଗାମୀ ଦୁଇ ବର୍ଷ ପାଇଁ ଏହି ଚୟନ କାର୍ଯ୍ୟକାରୀ କରିପାରିବେ ଓ ଆଗାମୀ ଦିନରେ ଚିଲିକା ପ୍ରେସକ୍ଲବ ସଂଘ ତରଫରୁ ଜନସାଧାରଣଙ୍କ କାମରେ ସାହାର୍ଯ୍ୟ ସହଯୋଗ କରିବା ସହିତ ଆଗକୁ କିଭଳି କାର୍ଯ୍ୟ ଅତି ନିଷ୍ଠାର ସହିତ ମଝବୁତ ହୋଇପାରିବ ସେ ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା ମଧ୍ୟ କରାଯାଇଥିଲା l କୌଣସି ପାତର ଅନ୍ତର ନରଖି ସମସ୍ତ ସାମ୍ବାଦିକ ଭାଇମାନେ ମିଳିତ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ମଧ୍ୟ୍ୟ ଦେଇଥିଲେ l
ଚିଲିକା ବାଲୁଗାଁ ରୁ ବିରଞ୍ଚି ନାରାୟଣ ପ୍ରଧାନ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *