ବ୍ରହ୍ମପୁର ସିଟି କଲେଜରେ ନୂଆ -ଓ ଅନ୍ତର୍ଗତ ସ୍ୱଛତା ଏବଂ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ

ବ୍ରହ୍ମପୁର ସିଟି କଲେଜରେ ନୂଆ -ଓ ଅନ୍ତର୍ଗତ ସ୍ୱଛତା ଏବଂ ପ୍ଲାଷ୍ଟିକ ମୁକ୍ତ ପରିବେଶ ଅଭିଯାନ ସମ୍ପର୍ଣ୍ଣ ଆଜି ତା 15.12.23 ରିଖ ଦିନ ବ୍ରହ୍ମପୁର ସିଟି କଲେଜରେ ସ୍ନାତକ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୂଆ -ଓଡିଶା ଅନ୍ତର୍ଗତ ଏକ ଯୌତୁକ ପ୍ରଥା ବିତଢ଼ାରେ ସଚେତନତା ରାଲି ବିମାନଗର ରୋଡ ଓ ମହିମାବିହାର ଓ ଅଲେଖ ନଗରରେ ରେ ସମ୍ପର୍ଣ୍ଣ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ କଲେଜର ଅଧ୍ୟକ୍ଷା ଡ. ଅନିତା କୁମାରୀ ପଣ୍ଡା ଉଦଘାଟନ କରିଥିଲେ ଓ ନୋଡାଲ ଅଫିସର ଅଜୟ କୁମାର ପେଣ୍ଠଇ ପରିଚାଳନା କରିଥିଲେ l ସାମାଜିକ କାର୍ଯ୍ୟକ୍ରମ ଅଧିକlରୀ ବି ମୁରଲୀଧର ଓ ଡ. ସସ୍ମିତା କୁମାରୀ ପଟ୍ଟନାୟକ ତତ୍ୱାବଧlରକ ଥିଲେ l