କାମାକ୍ଷାନଗର ରେ ବିଜେପି ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଯସ୍ୱଶି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆଜି ସ୍ବଚ୍ଛତା କାର୍ଯ୍ୟକ୍ରମ ଅନଷ୍ଠିତ ହେଉଥିବା ବେଳେ ଆଜି କାମାକ୍ଷାନଗର ରେ ମଧ୍ୟ ବିଜେପି ପକ୍ଷରୁ ସ୍ବଚ୍ଛତା କାର୍ଯକ୍ରମ ପାଳନ କରାଯାଇଛି। ବରିଷ୍ଠ ନେତା ଦେବଦତ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଦଳର ବିଭିନ୍ନ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏଠାରେ ଥିବା ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ପରିସରକୁ ବୁଲି ବୁଲି ସଫା କରିବା ସହିତ ଡ଼ାକ୍ତରଖାନା ର କର୍ମଚାରୀ ତଥା ଉପସ୍ଥିତ ଜନସାଧାରଣଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଇଥିଲେ।

Prakash Kumar Patra reporter

Leave a Reply

Your email address will not be published. Required fields are marked *