ଧାନବିଲରୁ ମିଳିଲା ମେଡିକାଲ କର୍ମଚାରୀ ଙ୍କ ମୃତଦେହ

ଧାମନଗର ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ପୁରା ଧାମନଗର ଆଜି ଶୋକରଛାୟା ଖେଳିଯାଇଛି କାରଣ ଜଣେ ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଜି ଚିନ୍ତରେ ପକାଉଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କମଳଲୋଚନ ସାହୁଙ୍କ ପୁଅ ବସନ୍ତ ସାହୁ (40)ଧାମନଗର ସରକାରୀ ମେଡିକାଲ ରେ ଜଣେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟରତ ଥିଲେ ସୂଚନାଥାଉକି ବସନ୍ତ ବହୁଦିନ ଧରି ଏଠାରେ କାର୍ଯ୍ୟସମ୍ପୂର୍ଣ କରିଆସୁଥିଲେ ସେ ଜଣେ ମେଳାପୀ ଓ ମିଷ୍ଟଭାସି ଭଦ୍ର ନମ୍ର ଶୋଭାବର ବ୍ୟକ୍ତିଥିଲେ ହେଲେ ଆଜି ଧାମନଗର ଦୋବଲ ମୁଖ୍ୟରାସ୍ତା ନିକଟରେ ଥିବା ଜରାନିବାସ ଧାନ ବିଲ ରୁ ତାଙ୍କ ମୃତ ଦେହ ମିଳିବାକୁ ନେଇ ସମସ୍ତଙ୍କ ମନରେ ଏକ ସନ୍ଧେହ ସୃଷ୍ଟି ହେଉଛି ତାଙ୍କ ଘରଲୋକଙ୍କ କହିବା ଅନୁଯାଇ ବସନ୍ତକୁ ଯୋଜନାବଧ କେହିଦ୍ରୁବତ ତାଙ୍କୁ ହତ୍ୟା କରିଛି । ତେବେ ପରିବାର ଲୋଏଖବର ପାଇ ଧାମନଗର ଥାନାରେ ଅଭିଯୋଗ କରିଥଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ଏକ ସାଇଣ୍ଟି ଟିଫିକ ଟିମି ଓ ଡଗ ସ୍ୱାର୍ଡ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ସଂଗ୍ରହ କରୁଛି ଏପଟେ ଗୋବିନ୍ଦପୁରର ପୁରା ଗ୍ରାମବାସି ମାନେ ଥାନା ଆଗରେ ବସି ପ୍ରକୃତ ଦୋଷୀକୁ ଧରାଯାଉ ଓ ପରିବାରକୁ ନାୟ ମିଳୁ କହି ଦୋଷୀକୁ ଦଣ୍ଡମିଳୁ ଦାବି ରଖିଛନ୍ତି