ଯୁବକଙ୍କ ମୃତଦେହ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର

ଗଞ୍ଜାମ ଜିଲ୍ଲା ସେରଗଡ ଥାନା ଅଧିନସ୍ତ କୁମାରପାଣି ଗ୍ରାମରେ ବାରସିଂ ବ୍ରିଜ ତଳୁ ଜଣେ ଯୁବକଙ୍କ ମୃତ ଦେହ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ମିଳିଥିଲା।ମୃତକ ଯୁବକଙ୍କ ନାମ କୁମାରପାଣି ଗ୍ରାମର ମଧୁ ସୁଦନ ବିଷୋୟୀ ବୟସ ୩୪ ।ଘଟଣା ସ୍ଥଳରେ ସେରଗଡ ପୋଲିସ ପହଁଚି ଶବ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ଏହା ଏକ ହତ୍ୟା ଜନିତ ମୃତ୍ୟ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *