କେନାଲ ରେ ବୁଡି ନିଖୋଜ ଯୁବକ ର ମୃତ ଦେହ ଉଦ୍ଧାର

-ରେଙ୍ଗାଳି ବାମପାର୍ଶ୍ବ ମୁଖ୍ୟ କେନାଲର ମହୁଲପାଳ ଠାରେ ଗାଧଉଥିବା ବେଳେ କେନାଲରେ ବୁଡି ଯୁବକ ନିଖୋଜହୋଇଯାଇଥିଲେ ଆଜି ତାଙ୍କ ମୃତ ଦେହ ମିଳିଛି ।ମୃତ ଯୁବକ ହେଲେ କାମାକ୍ଷାନଗର ଥାନା ଜଗନ୍ନାଥପୂର ଗ୍ରାମର ବଳରାମ ସେଠି।ତାଙ୍କ ଶଶୁର ଘର ମହୁଲପାଳକୁ ଆସି କେନାଲକୁ ଗାଧୋଇବାକୁ ଯାଇଥିଲେ।କେନାଲରେ ପାଣି ଫୁଲ ରହିଥିବା ବେଳେ ଅସାବଧାନତା ବସତ ବୁଡିଯାଇଥିବା ଅନୁମାନ କରାଯାଉଛି।ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନିର ଏକ ଟିମ ଓ ଗ୍ରାମବାସି ମିଳିତ ମୃତ ଦେହକୁ ଉଦ୍ଧାର କରିଛନ୍ତି ।

Leave a Reply

Your email address will not be published. Required fields are marked *