ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ଡାଇରିଆ, କିପରି ନେବେ ଦେହର ଯତ୍ନ

*ଯାଜପୁରରେ ଚଳିତ ମାସ ଡାଇରିଆର ସ୍ଥିତି ସଙ୍ଗୀନ ଥିବା ବେଳେ କିଛି ଦିନ ହେବ ଏହା ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି l ଯଦିଓ ପାଣିପାଗ ବଦଳୁଛି ରୋଗର ଆଶଂଙ୍କା ମଧ୍ୟ ରହିଛି l ତଥାପି ଆପଣ ଡାକ୍ତରଙ୍କ ପରାମର୍ଶରେ ନିଜର ଦାୟିତ୍ଵ ନେବା ସଙ୍ଗେ ସଙ୍ଗେ ପାରିବାର ବର୍ଗଙ୍କ ପ୍ରତି ଯତ୍ନଶୀଳ ରହିଲେ, ଏହାର ନିରାକରଣ ଆପଣ କରିପାରିବେ ବୋଲି ଆଜି ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ରଞ୍ଜିବ କୁମାର ରାଉତ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଗୌତମ କୁମାର ସାହୁ ସୂଚନା ଦେଇଛନ୍ତି lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live